ଆଜି ବି ଅଲୋଡ଼ା କନ୍ୟା: ନାଳ ଓ ନଳକୂପ ପାଖରୁ ଉଦ୍ଧାର ହେଲେ ଶିଶୁକନ୍ୟା

ଅନୁଗୋଳ/ନୟାଗଡ଼(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଏକ ଶିଶୁକନ୍ୟା ଅନୁଗୋଳ ଜିଲ୍ଲାରୁ ଉଦ୍ଧାର କରାଯାଥିବା ବେଳେ ଅନ୍ୟ ଜରଭ୍କୁ ନୟାଗଡ଼ରୁ ଉଦ୍ଧାର କରାଯାଇଛି।

ଅନୁଗୋଳ ଜିଲ୍ଲା ଜାମୁନାଳି ଗାଁ ନିକଟ ନାଳରୁ ଏକ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଗତକାଲି ଅପରାହ୍ନରେ ଜଣେ ଗାଁ ଲୋକ ନାଳ ପାଖକୁ ଯାଇଥିବା ବେଳେ ଶିଶୁକନ୍ୟାକୁ ଦେଖିଥିଲେ। ଗାଁ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରି ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।  ଝିଅଟି ୧୦-୧୨ ଦିନର ହେବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାର ତଦନ୍ତ କରୁଛି।

ସେହିପରି ନୟାଗଡ଼ ଜିଲ୍ଲା ରଣପୁର ଗୋଡ଼ିପାଟଣା ସାହିରୁ ମଧ୍ୟ ଆଜି ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ପଶୁ ଡାକ୍ତରଖାନା ନଳକୂଅ ପାଖରେ ଶିଶୁଟି ଥିବା ଦେଖି ଲୋକେ ତାକୁ ଉଦ୍ଧାର କରିଥିଲେ।  ପରେ ଶିଶୁକନ୍ୟାଟିକୁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଦୁଇଦିନ ହୋଇଥିବା ଅନୁମାନ କରାଯାଉଛି। ନୟାଗଡ଼ ଚାଇଲ୍ଡ ଲାଇନ ସଦସ୍ୟ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛନ୍ତି।

Ordigital Desk
• Published: Thursday, 11 January 2018
• Updated: 11 January 2018, 01:14 PM IST

Sports

Latest News

ଅନୁଗୋଳ/ନୟାଗଡ଼(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଏକ ଶିଶୁକନ୍ୟା ଅନୁଗୋଳ ଜିଲ୍ଲାରୁ ଉଦ୍ଧାର କରାଯାଥିବା ବେଳେ ଅନ୍ୟ ଜରଭ୍କୁ ନୟାଗଡ଼ରୁ ଉଦ୍ଧାର କରାଯାଇଛି।

ଅନୁଗୋଳ ଜିଲ୍ଲା ଜାମୁନାଳି ଗାଁ ନିକଟ ନାଳରୁ ଏକ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଗତକାଲି ଅପରାହ୍ନରେ ଜଣେ ଗାଁ ଲୋକ ନାଳ ପାଖକୁ ଯାଇଥିବା ବେଳେ ଶିଶୁକନ୍ୟାକୁ ଦେଖିଥିଲେ। ଗାଁ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରି ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।  ଝିଅଟି ୧୦-୧୨ ଦିନର ହେବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାର ତଦନ୍ତ କରୁଛି।

ସେହିପରି ନୟାଗଡ଼ ଜିଲ୍ଲା ରଣପୁର ଗୋଡ଼ିପାଟଣା ସାହିରୁ ମଧ୍ୟ ଆଜି ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ପଶୁ ଡାକ୍ତରଖାନା ନଳକୂଅ ପାଖରେ ଶିଶୁଟି ଥିବା ଦେଖି ଲୋକେ ତାକୁ ଉଦ୍ଧାର କରିଥିଲେ।  ପରେ ଶିଶୁକନ୍ୟାଟିକୁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଦୁଇଦିନ ହୋଇଥିବା ଅନୁମାନ କରାଯାଉଛି। ନୟାଗଡ଼ ଚାଇଲ୍ଡ ଲାଇନ ସଦସ୍ୟ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos