ବଢିଲା କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ୱର:ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ସରକାର ଆଜି ମହଙ୍ଗା ଭତ୍ତାରେ ୬ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାକୁ ଗତ ଜାନୁଆରୀ ପହିଲାରୁ ପିଛିଲାଭାବେ ଲାଗୁ କରାଯିବ । ମହାଙ୍ଗା ଭତ୍ତା ବୃଦ୍ଧି ଫଳରେ ରାଜ୍ୟର ମୋଟ ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ଆଜିର ଏହି ୬ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ପରିମାଣ ସେମାନଙ୍କ ମୂଳ ଦରମା ଓ ଗ୍ରେଡ-ପେର ୧୧୩ […]

ORISSA SECRETARIAT

Rakesh Mallick
  • Published: Monday, 20 April 2015
  • , Updated: 21 April 2015, 06:11 AM IST

ଭୁବନେଶ୍ୱର:ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ସରକାର ଆଜି ମହଙ୍ଗା ଭତ୍ତାରେ ୬ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାକୁ ଗତ ଜାନୁଆରୀ ପହିଲାରୁ ପିଛିଲାଭାବେ ଲାଗୁ କରାଯିବ ।

ମହାଙ୍ଗା ଭତ୍ତା ବୃଦ୍ଧି ଫଳରେ ରାଜ୍ୟର ମୋଟ ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ଆଜିର ଏହି ୬ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ପରିମାଣ ସେମାନଙ୍କ ମୂଳ ଦରମା ଓ ଗ୍ରେଡ-ପେର ୧୧୩ ପ୍ରତିଶତରେ ପହଞ୍ଚିଛି।

ଏହାଦ୍ୱାରା ରାଜ୍ୟ ରାଜକୋଷ ଉପରେ ବର୍ଷକୁ ଅଧିକ ୪୫୫ ଟଙ୍କାର ଅତିରିକ୍ତ ବୋଝ ପଡିବ।

Related story