‘ଓଡ଼ିଶା ଓ ପଶ୍ଚିମବଙ୍ଗ ରସଗୋଲାର ଗୋଟେ ମିଳିତ ପରୀକ୍ଷା ହେଉ’

ଭୁବନେଶ୍ୱର: ଗତକାଲି ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ କରି କହିଛନ୍ତି,“ଢାବାରେ ଥିବା ସ୍ପଞ୍ଜ ପରି ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି।  ଏକା ସାଙ୍ଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ରସଗୋଲାର ପରୀକ୍ଷା ହେବା ଉଚିତ।  ଶହ ଶହ ବର୍ଷର ସୁସ୍ୱାଦୁ, ଧୂସର ରଙ୍ଗର ସାଲେପୁର, ପାହାଳ ଏବଂ ଓଡ଼ିଶାର ଅନ୍ୟ ସ୍ଥାନର ରସଗୋଲାର ପରୀକ୍ଷଣ ହେବା ଉଚିତ।” ସୂଚନାଯୋଗ୍ୟ, ଗତକାଲି ‘ବେଙ୍ଗଲୀ ରସଗୋଲା’କୁ ଜିଆଇ […]

jay panda

jay panda

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 01:28 PM IST

Sports

Latest News

ଭୁବନେଶ୍ୱର: ଗତକାଲି ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ କରି କହିଛନ୍ତି,“ଢାବାରେ ଥିବା ସ୍ପଞ୍ଜ ପରି ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି।  ଏକା ସାଙ୍ଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ରସଗୋଲାର ପରୀକ୍ଷା ହେବା ଉଚିତ।  ଶହ ଶହ ବର୍ଷର ସୁସ୍ୱାଦୁ, ଧୂସର ରଙ୍ଗର ସାଲେପୁର, ପାହାଳ ଏବଂ ଓଡ଼ିଶାର ଅନ୍ୟ ସ୍ଥାନର ରସଗୋଲାର ପରୀକ୍ଷଣ ହେବା ଉଚିତ।”

ସୂଚନାଯୋଗ୍ୟ, ଗତକାଲି ‘ବେଙ୍ଗଲୀ ରସଗୋଲା’କୁ ଜିଆଇ ମାନ୍ୟତା ମିଳିଥିଲା। ଏହାପରେ ରାଜ୍ୟ ସରକାର ପକ୍ଷରୁ କୁହାଯାଇଥିଲା ଯେ ଖୁବଶୀଘ୍ର ରସଗୋଲାର ଜିଆଇ ମାନ୍ୟତା ହାସଲ କରିବା ପାଇଁ ସବୁ ତଥ୍ୟ ଚେନ୍ନାଇ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ। ୮୦୦ ବର୍ଷ ତଳୁ ଓଡ଼ିଶାରେ ରସଗୋଲା ପ୍ରସ୍ତୁତ ହେଉଥିବାରୁ ଜିଆଇ ପାଇଁ ଦାବି କରାଯିବ ବୋଲି ସିଏମ୍‌ଓ ପକ୍ଷରୁ କୁହାଯାଇଛି।

ରସଗୋଲା ଓଡିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ୨ବର୍ଷରୁ ଅଧିକ ସମୟ ହେଲା ଦୁଇ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଚାଲିଛି ଟଣାଓଟରା। ରସଗୋଲା କେବଳ ଓଡିଶାର ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓତଃପ୍ରୋତଃ ଭାବେ ମଧ୍ୟ ଜଡ଼ିତ। ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରା ସମୟରେ ମଧ୍ୟ ଜଗନ୍ନାଥଙ୍କ ନିକଟରେ ରସଗୋଲା ଭୋଗ ଲାଗି ହେବାର ପରମ୍ପରା ରହିଛି। ଏହା ଉପରେ ଅନୁସନ୍ଧାନ ଓ ତର୍ଜମା ପାଇଁ କମିଟି ଗଠନ ହୋଇଛି। ତେବେ କମିଟି ପକ୍ଷରୁ ସଂଗୃହିତ ରିପୋର୍ଟ ଏଯାଏଁ ଜିଆଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇ ନାହିଁ, ଯାହାର ଫାଇଦା ନେଇ ଦିପାଦ ଆଗେଇଛି ପଶ୍ଚିମବଙ୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story