ବିଜେଡି ଛାଡ଼ିବା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ବୈଜୟନ୍ତ: ନବୀନଙ୍କୁ ନେଇ କ’ଣ କହିଲେ ?

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସାଂସଦ ବୈଜୟନ୍ତ ପଣ୍ଡା । ତେବେ ନବୀନଙ୍କୁ ନେଇ କ&rsquo;ଣ କହିଲେ ବୈଜୟନ୍ତ? ଓଡ଼ିଶାରେ ସେ ପଲିଟିକାଲ୍ ଗେମ୍ ଚେଞ୍ଜର୍ ହେବେ କି ? ବିଜେପିରେ ଯୋଗ ଦେବେ ନା ସେ ନିଜସ୍ୱ ଦଳ ଗଢ଼ିବେ ?</p> <p>ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଜୟନ୍ତ&nbsp; ଇଂରାଜୀ ନ୍ୟୁଜ୍&zwnj; &nbsp;ଚାନେଲ ରିପବ୍ଳିକ୍ ଟିଭିକୁ ଇଣ୍ଟର୍ଭ୍ୟୁ ଦେଇ ଏସବୁ ପ୍ରସଙ୍ଗରେ ମତ ରଖିଛନ୍ତି ବୈଜୟନ୍ତ। &nbsp;ଗତ ମେ&rsquo;୨୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ। &nbsp;ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ପଠାଇଥିବା ଇସ୍ତଫା ପତ୍ରରେ କ୍ଷୋଭ, ପୀଡ଼ା ଓ ଦୁଃଖର ସହ ଦଳ ଛାଡ଼ିଥିବା ଲେଖିଥିଲେ।&nbsp; ବୈଜୟନ୍ତଙ୍କ ଏହି ଇଣ୍ଟର୍ଭ୍ୟୁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।</p>

Ordigital Desk
  • Published: Saturday, 09 June 2018
  • Updated: 09 June 2018, 09:33 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସାଂସଦ ବୈଜୟନ୍ତ ପଣ୍ଡା । ତେବେ ନବୀନଙ୍କୁ ନେଇ କ&rsquo;ଣ କହିଲେ ବୈଜୟନ୍ତ? ଓଡ଼ିଶାରେ ସେ ପଲିଟିକାଲ୍ ଗେମ୍ ଚେଞ୍ଜର୍ ହେବେ କି ? ବିଜେପିରେ ଯୋଗ ଦେବେ ନା ସେ ନିଜସ୍ୱ ଦଳ ଗଢ଼ିବେ ?</p><p>ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଜୟନ୍ତ&nbsp; ଇଂରାଜୀ ନ୍ୟୁଜ୍&zwnj; &nbsp;ଚାନେଲ ରିପବ୍ଳିକ୍ ଟିଭିକୁ ଇଣ୍ଟର୍ଭ୍ୟୁ ଦେଇ ଏସବୁ ପ୍ରସଙ୍ଗରେ ମତ ରଖିଛନ୍ତି ବୈଜୟନ୍ତ। &nbsp;ଗତ ମେ&rsquo;୨୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ। &nbsp;ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ପଠାଇଥିବା ଇସ୍ତଫା ପତ୍ରରେ କ୍ଷୋଭ, ପୀଡ଼ା ଓ ଦୁଃଖର ସହ ଦଳ ଛାଡ଼ିଥିବା ଲେଖିଥିଲେ।&nbsp; ବୈଜୟନ୍ତଙ୍କ ଏହି ଇଣ୍ଟର୍ଭ୍ୟୁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos