ବଲାଙ୍ଗିର: ମାଓ କ୍ୟାମ୍ପ ଠାବ, ୨ ବନ୍ଧୁକ ସହ ବିସ୍ଫୋରକ ସମାଗ୍ରୀ ଜବତ

ବଲାଙ୍ଗିର/ପଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଶନିବାର କମ୍ବିଂ ବେଳେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ ସିଆରପିଏଫ ଯବାନ। ସେଠାରୁ ୨ଟି ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି ଓ ବହୁ ପରିମାଣରେ ବିସ୍ପୋରକ ସାମଗ୍ରୀ ସହ ମାଓ ପୋଷ୍ଟର ଓ ପୁସ୍ତିକା ଜବତ କରାଯାଇଛି। ସିଆରପିଏଫ ୧୮୯ ବାଟାଲିୟାନ ଡେପୁଟି କମାଣ୍ଡର ପିକେ ମିଶ୍ର ଓ ଆସିଷ୍ଟାଣ୍ଡ ପ୍ରବୀଣ ପାଟିଲ ସହ ୩୪ ଏସଓଜି ଟିମର ମୁଖ୍ୟ ଜିକେ ମହନ୍ତଙ୍କ ନେତୃତ୍ୱରେ ଗନ୍ଧମାର୍ଦ୍ଧନ ପାହାଡର […]

mao samagri

mao samagri

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 01:08 PM IST

Sports

Latest News

mao samagriବଲାଙ୍ଗିର/ପଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଶନିବାର କମ୍ବିଂ ବେଳେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ ସିଆରପିଏଫ ଯବାନ। ସେଠାରୁ ୨ଟି ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି ଓ ବହୁ ପରିମାଣରେ ବିସ୍ପୋରକ ସାମଗ୍ରୀ ସହ ମାଓ ପୋଷ୍ଟର ଓ ପୁସ୍ତିକା ଜବତ କରାଯାଇଛି।

ସିଆରପିଏଫ ୧୮୯ ବାଟାଲିୟାନ ଡେପୁଟି କମାଣ୍ଡର ପିକେ ମିଶ୍ର ଓ ଆସିଷ୍ଟାଣ୍ଡ ପ୍ରବୀଣ ପାଟିଲ ସହ ୩୪ ଏସଓଜି ଟିମର ମୁଖ୍ୟ ଜିକେ ମହନ୍ତଙ୍କ ନେତୃତ୍ୱରେ ଗନ୍ଧମାର୍ଦ୍ଧନ ପାହାଡର କନ୍ଦରାଭଟା ନୂଆପାଲି ଅଞ୍ଚଳରେ କମ୍ୱିଂ ଅପରେସନ ଚାଲିଥିବା ବେଳେ ଏହି ମାଓ କ୍ୟାମ୍ପ ଠାବ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story