୪୦ ଡିଗ୍ରୀ ଛୁଇଁଲା ବଲାଙ୍ଗିରର ତାପମାତ୍ରା

Ordigital Desk
  • Published: Wednesday, 07 March 2018
  • , Updated: 07 March 2018, 03:06 PM IST
<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାତି।&nbsp;ବଲାଙ୍ଗିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି। ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇଯାଉଛି। ଝାଞ୍ଜି ପବନ ସାଙ୍ଗକୁ ତାତି ଅସହ୍ୟ ହେବାର ଲାଗିଛି। ରାସ୍ତାରେ ଉନ୍ନତିକରଣ ପାଇଁ ଗଛ କାଟି ଦିଆଯାଇଥିବାରୁ ସହରରେ ତାତି ଏପରି ବଢ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବଲାଙ୍ଗିର ସହରର ତାପମାତ୍ରାକୁ ଅନୁଧ୍ୟାନ କରି ଆମ ରିପୋର୍ଟର ସସ୍ମିତା ସାହୁ ଆଉ କ&rsquo;ଣ କହୁଛନ୍ତି ଦେଖନ୍ତୁ ଏହି ଭିଡ଼ିଓ।</p> <p>&amp;nbsp;</p>

Related story