ପ୍ରେମିକାକୁ ଖୋଜି ଖୋଜି ମାମୁ ଘରେ ପହଞ୍ଚିଥିଲା ବିକ୍ରମ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ସାଢ଼େ ୫ ଘଣ୍ଟାର ହାଇଡ୍ରମା। ବନ୍ଧୁକ ମନରେ ପ୍ରେମିକାଙ୍କ ମାମୁ, ମାଇ ଓ ମାମୁ ପୁଅଙ୍କୁ ବନ୍ଧକ ରଖିଥିଲା ପ୍ରେମିକ ବିକ୍ରମ ପଣ୍ଡା। ସାଢ଼ ୫ ଘଣ୍ଟାର ଅପରେଶନ୍‌ ପରେ ଏକ ତରଫା ପ୍ରେମିକକୁ କାବୁ କରିଥିଲା ପୁଲିସ। ମଙ୍ଗଳବାର ଦିନ ତମାମ ବଲାଙ୍ଗିର ଶାନ୍ତିପଡ଼ାରେ ଚାଲିଥିବା ଏହି ହାଇଡ୍ରାମାର ଉପରୁ ପର୍ଦ୍ଦା ଉଠାଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ। ଆଉ ପୂରା ଅପରେଶନ୍‌ ନେଇ ରଖିଛନ୍ତି ତଥ୍ୟ। ଏସ୍‌ଡିପିଓ ତୋଫାନ ବାଗ […]

Balangir

Balangir

Manoranjan Sial
  • Published: Wednesday, 16 June 2021
  • Updated: 16 June 2021, 05:40 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ସାଢ଼େ ୫ ଘଣ୍ଟାର ହାଇଡ୍ରମା। ବନ୍ଧୁକ ମନରେ ପ୍ରେମିକାଙ୍କ ମାମୁ, ମାଇ ଓ ମାମୁ ପୁଅଙ୍କୁ ବନ୍ଧକ ରଖିଥିଲା ପ୍ରେମିକ ବିକ୍ରମ ପଣ୍ଡା। ସାଢ଼ ୫ ଘଣ୍ଟାର ଅପରେଶନ୍‌ ପରେ ଏକ ତରଫା ପ୍ରେମିକକୁ କାବୁ କରିଥିଲା ପୁଲିସ। ମଙ୍ଗଳବାର ଦିନ ତମାମ ବଲାଙ୍ଗିର ଶାନ୍ତିପଡ଼ାରେ ଚାଲିଥିବା ଏହି ହାଇଡ୍ରାମାର ଉପରୁ ପର୍ଦ୍ଦା ଉଠାଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ। ଆଉ ପୂରା ଅପରେଶନ୍‌ ନେଇ ରଖିଛନ୍ତି ତଥ୍ୟ।

ଏସ୍‌ଡିପିଓ ତୋଫାନ ବାଗ ଆଜି କହିଛନ୍ତି-“ଶାନ୍ତିପଡ଼ାର ଦିବ୍ୟଲୋଚନ ହୋତାଙ୍କ ଘରେ ବିକ୍ରମ ପିସ୍ତଲ ଧରି ପଶିଥିଲା। ସେ ପ୍ରଥମେ ଦିବ୍ୟଲୋଚନା, ତାଙ୍କ ସ୍ତ୍ରୀ ଓ ପୁଅକୁ ବନ୍ଧୁକ ମୁନରେ ବନ୍ଧକ ରଖିଥିଲା। ତୁମ ଭାଣିଜୀ କୁଆଡ଼େ ଗଲା କୁହ, ନହେଲେ ତମ ସମସ୍ତଙ୍କୁ ମାରିଦେବି ବୋଲି ଧମକ ଦେଇଥିଲା ବିକ୍ରମ। ତେବେ ଦିବ୍ୟଲୋଚନଙ୍କ ପରିବାର ଲୋକେ ବିକ୍ରମକୁ ଠେଲି ଦେଇ ଗୋଟିଏ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ। ବିକ୍ରମ ବନ୍ଧୁକ ଧରି କବାଟ ପାଖରେ ବସି ରହିଥିଲା।”

[caption id="attachment_651358" align="aligncenter" width="650"]Balangir ବଲାଙ୍ଗିର ହାଇଡ୍ରାମା ନେଇ କହୁଛନ୍ତି ଏସ୍‌ଡିପିଓ[/caption]

ସେ ଆହୁରି କହିଛନ୍ତି-“ବନ୍ଧକ ନେଇ ଖବର ପାଇଁ ପିସିଆର୍‌ ଭ୍ୟାନ୍‌ ପହଞ୍ଚିଥିଲା। ପୁଲିସ ପ୍ରଥମେ ବିକ୍ରମକୁ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ବିକ୍ରମ ରାଜି ହୋଇନଥିଲା। ଉପର ଅଫିସରଙ୍କୁ ଆସିଲେ ସବୁ କଥା କହିବ ବୋଲି କହିଥିଲା। କେହି ନଆସିଲେ ଘର ଭିତରେ ଥିବା ଲୋକଙ୍କୁ ମାରିଦେବି ଓ ମୁଁ ମରିଯିବି ବୋଲି ବିକ୍ରମ କହିଥିଲା। ପିସ୍ତଲର ବ୍ୟାରେଲ୍‌କୁ ନିଜ ଛତି ଆଡ଼କୁ କରି ରଖିଥିଲା। କବାଟ ଫାଙ୍କରେ ତାର ସବୁ ଗତିବିଧି ଉପରେ ପୁଲିସ ନଜର ରଖିଥିଲା। ମଝିରେ ମଝିରେ ବହୁ ବୁଝାସୁଝା କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ସେ ବୁଝି ନଥିଲା। ଦିନ ୧୨ଟା ବେଳେ ସେ ଗୋଟିଏ ରାଉଣ୍ଡ ଫାୟାରିଂ କରିଥିଲା।”

ଏସ୍‌ଡିପିଓ ଶ୍ରୀ ବାଗ କହିଛନ୍ତି-“ବିକ୍ରମଙ୍କୁ ବୁଝାଇବାକୁ ପରିବାର ଲୋକେ ଓ ମିଡ଼ିଆ ବନ୍ଧୁମାନେ ଚେଷ୍ଟା କରିଥିଲେ। ଶେଷରେ ଏସ୍‌ପି ନିଜେ ଘଟଣାସ୍ଥଳରେ ପହଞ୍ଚି କବାଟ ଫାଙ୍କରେ ବିକ୍ରମଙ୍କ ଗତିବିଧି ଉପରେ ନଜର ରଖିଥିଲେ। ପରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ରାଜି ନଥିଲା। ଅପରାହ୍ନ ୨ଟା ୧୫ ମିନିଟ୍‌ରେ ଆଉ ଥରେ ଫାୟାରିଂ କରିଥିଲା ବିକ୍ରମ। ଦ୍ୱିତୀୟ ରାଉଣ୍ଡ ଫାୟାରିଂ କରି ତୃତୀୟ ରାଉଣ୍ଡ ପାଇଁ ଲୋଡ୍‌ କରୁଥିବା ବେଳେ ଆଇଆଇସି, ଏସ୍‌ପି ଓ ତାଙ୍କ ପିଏସ୍‌ଓ କବାଟ ଭାଙ୍ଗି ବିକ୍ରମକୁ କାବୁ କରିନେଇଥିଲେ।”

ହାଇଭୋଲ୍‌ଟେଜ୍‌ ଡ୍ରାମା ନେଇ ଏସ୍‌ଡିପିଓ କହେଛନ୍ତି-“ବିକ୍ରମ ଜଣେ ଝିଅକୁ ଭଲ ପାଉଥିଲା। ଝିଅକୁ ଦେଖା କରିବା ପାଇଁ ତା’ ଗାଁକୁ ଯାଇଥିଲା। ଝିଅକୁ ଗାଁରେ ନପାଇ ତା’ ମାମୁ ଘରକୁ ଆସିଥିଲା। ଆଉ ଏଠାରେ ଏହି ଡ୍ରାମା କରିଥିଲା। ବିକ୍ରମ ବୌଦ୍ଧରୁ ବନ୍ଧୁକ କିଣି ଆସିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story