ବାଲେଶ୍ୱର, ଭଦ୍ରକରେ ପହଞ୍ଚିଲା ରାପିଡ୍‌ ରେସପନ୍ସ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ୍‌ ଜୋନ ଭାବେ ବିବେଚନା କରାଯାଇଛି। ଏହାସହ ସ୍ଥିତି ଅନୁଧ୍ୟାନ ଲାଗି ତିନି ଜିଲ୍ଲାକୁ ତିନିଟି ରାପିଡ୍‌ ରେସପନ୍ସ ଟିମ୍‌ ପଠାଯାଇଛି। ଟିମ୍‌ ବାଲେଶ୍ୱରରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓ ଫକିରମୋହନ ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛି। ଏମ୍‌ସ ଡାକ୍ତରଙ୍କୁ ନେଇ ଗଠିତ ଏହି ଟିମ ଆକ୍ରାନ୍ତଙ୍କ ତ୍ୱରିତ ଚିକିତ୍ସା ଓ ନିରାକରଣ ଦିଗରେ […]

bhadrak.jpg1

bhadrak.jpg1

Manoranjan Sial
  • Published: Friday, 01 May 2020
  • Updated: 01 May 2020, 05:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ୍‌ ଜୋନ ଭାବେ ବିବେଚନା କରାଯାଇଛି। ଏହାସହ ସ୍ଥିତି ଅନୁଧ୍ୟାନ ଲାଗି ତିନି ଜିଲ୍ଲାକୁ ତିନିଟି ରାପିଡ୍‌ ରେସପନ୍ସ ଟିମ୍‌ ପଠାଯାଇଛି। ଟିମ୍‌ ବାଲେଶ୍ୱରରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓ ଫକିରମୋହନ ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛି। ଏମ୍‌ସ ଡାକ୍ତରଙ୍କୁ ନେଇ ଗଠିତ ଏହି ଟିମ ଆକ୍ରାନ୍ତଙ୍କ ତ୍ୱରିତ ଚିକିତ୍ସା ଓ ନିରାକରଣ ଦିଗରେ କାମ କରିବ।

ଭଦ୍ରକରେ ମଧ୍ୟ ପହଞ୍ଚିଛି ରାପିଡ୍ ରେସ୍‌ପନ୍ସ ଟିମ୍‌। ୪ ଜଣିଆ ଟିମ୍ ଭଦ୍ରକରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଭଦ୍ରକ ସିଡିଏମ୍ଓ ମଧ୍ୟ ଉପସ୍ଥିତ ରହିଥିଲେ। ପରେ ଟିମ୍‌ର ସଦସ୍ୟମାନେ ଜିଲ୍ଲାପାଳଙ୍କ ସହ କଣ୍ଟେନମେଣ୍ଟ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ସମୀକ୍ଷା କରିଛନ୍ତି। ଏହାପରେ ଟିମ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳକୁ ଯାଇଥିଲେ। ଭଦ୍ରକରୁ ନିୟମିତ ବ୍ୟବଧାନରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାପିଡ୍‌ ରେସପନ୍ସ ଟିମ୍‌ ଜିଲ୍ଲା ଗସ୍ତ ପାଇଁ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଧରାପଡ଼ୁଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାକୁ ରୋକିବା ପାଇଁ ତୁରନ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସରପଞ୍ଚ, ଆଶା ଓ ଏଏନ୍‌ଏମ୍‌ଙ୍କ ମାଧ୍ୟମରେ ଜିଲ୍ଲାପାଳ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଖୋଜି ଲିଷ୍ଟ କରିଛନ୍ତି। ଏପରିକି ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିବାର ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story