ଭଦ୍ରକ ଓ ବାଲେଶ୍ୱରରେ ବସ୍‌ ମାଲିକ କଳି: ଲୋକେ ହନ୍ତସନ୍ତ

ଭଦ୍ରକ: ବାଲେଶ୍ୱର ଓ ଭଦ୍ରକ ବସ୍ ମାଲିକଙ୍କ ବିବାଦ ଭିତରେ ଯାତ୍ରୀ ଫସି ଯାଇଛନ୍ତି। ଉଭୟ ଜିଲ୍ଲାକୁ ଘରୋଇ ବସ୍ ଗୁଡ଼ିକ ଚଳାଚଳ କରୁ ନ ଥିବାରୁ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ଭଦ୍ରକ ବସ୍ ମାଲିକ ସଂଘ ଏବଂ ବାଲେଶ୍ୱର ବସ୍ ମାଲିକ ସଂଘ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଫଳରେ ବାଲେଶ୍ୱର ମାଲିକଙ୍କ ବସକୁ ଭଦ୍ରକରେ ଅଟକ ରଖାଯାଇଥିବା ସୂଚନା ମିଳିଛି।

ଏସବୁ ଭିତରେ ସାଧାରଣ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଆଜି ପବିତ୍ର ଇଦ୍ ପର୍ବ ହୋଇଥିବାରୁ ଏବଂ ବାଲେଶ୍ୱର ଓ ଭଦ୍ରକ ମୁସଲମାନ ବହୁଳ ଜିଲ୍ଲା ହୋଇଥିବାରୁ ଗାଡ଼ି ଚଳାଚଳ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

Ordigital Desk
• Published: Monday, 26 June 2017
• Updated: 26 June 2017, 12:52 PM IST

ଭଦ୍ରକ: ବାଲେଶ୍ୱର ଓ ଭଦ୍ରକ ବସ୍ ମାଲିକଙ୍କ ବିବାଦ ଭିତରେ ଯାତ୍ରୀ ଫସି ଯାଇଛନ୍ତି। ଉଭୟ ଜିଲ୍ଲାକୁ ଘରୋଇ ବସ୍ ଗୁଡ଼ିକ ଚଳାଚଳ କରୁ ନ ଥିବାରୁ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ଭଦ୍ରକ ବସ୍ ମାଲିକ ସଂଘ ଏବଂ ବାଲେଶ୍ୱର ବସ୍ ମାଲିକ ସଂଘ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଫଳରେ ବାଲେଶ୍ୱର ମାଲିକଙ୍କ ବସକୁ ଭଦ୍ରକରେ ଅଟକ ରଖାଯାଇଥିବା ସୂଚନା ମିଳିଛି।

ଏସବୁ ଭିତରେ ସାଧାରଣ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଆଜି ପବିତ୍ର ଇଦ୍ ପର୍ବ ହୋଇଥିବାରୁ ଏବଂ ବାଲେଶ୍ୱର ଓ ଭଦ୍ରକ ମୁସଲମାନ ବହୁଳ ଜିଲ୍ଲା ହୋଇଥିବାରୁ ଗାଡ଼ି ଚଳାଚଳ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos