ଭୋଟର ତାଲିକାରେ ଜାଲିଆତି ମାମଲା; ବାଲେଶ୍ୱର ସଦର ବିଡିଓ ନିଲମ୍ବିତ

ବାଲେଶ୍ୱର: ଭୋଟର୍ ତାଲିକାରେ ଜାଲିଆତି କରିବା ଅଭିଯୋଗରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ବାଲେଶ୍ୱର ସଦର ବିଡିଓ ମମତା ନାୟକଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କୁ ନିଲମ୍ବନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସୁପାରିଶ କରିଥିଲେ।

voterlist

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 06:45 PM IST

Related story