୬୧ ନମ୍ବର ‘କରୋନା’ ଆକ୍ରାନ୍ତ ସୁପର୍‌ ସ୍ପ୍ରେଡର! ପଢ଼ନ୍ତୁ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମ୍ନାକୁ ଆସିଲା ସାଂଘାତିକ ଘଟଣା। ମୋଟ୍‌ ୭ ଜଣ ନିକଟ ସଂପର୍କୀୟଙ୍କୁ ‘କରୋନା’ ସଂକ୍ରମିତ କରାଇଛନ୍ତି ବାଲେଶ୍ୱରର ସୁପର ସ୍ପ୍ରେଡର ୬୧ ନମ୍ବର ଆକ୍ରାନ୍ତ। ବାଲେଶ୍ୱର ଜିଲ୍ଲା ନେଳିଆବାଗର ଏହି ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ୭୫ ରୁ ୭୯ ଅର୍ଥାତ ୫ ଜଣ ସଂକ୍ରମିତ ହୋଇଥିବା ସରକାର ସୂଚନା ଦେଇଥିଲେ। ତେବେ ଆଉ ୨ଜଣ ଅର୍ଥାତ ୮୮ ଓ ୮୯ ନମ୍ବର ଆକ୍ରାନ୍ତ ମଧ୍ୟ ତାଙ୍କ ନିକଟ ସଂପର୍କୀୟ ବୋଲି […]

corona

corona

Manoranjan Sial
  • Published: Saturday, 25 April 2020
  • Updated: 29 April 2020, 01:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମ୍ନାକୁ ଆସିଲା ସାଂଘାତିକ ଘଟଣା। ମୋଟ୍‌ ୭ ଜଣ ନିକଟ ସଂପର୍କୀୟଙ୍କୁ ‘କରୋନା’ ସଂକ୍ରମିତ କରାଇଛନ୍ତି ବାଲେଶ୍ୱରର ସୁପର ସ୍ପ୍ରେଡର ୬୧ ନମ୍ବର ଆକ୍ରାନ୍ତ। ବାଲେଶ୍ୱର ଜିଲ୍ଲା ନେଳିଆବାଗର ଏହି ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ୭୫ ରୁ ୭୯ ଅର୍ଥାତ ୫ ଜଣ ସଂକ୍ରମିତ ହୋଇଥିବା ସରକାର ସୂଚନା ଦେଇଥିଲେ। ତେବେ ଆଉ ୨ଜଣ ଅର୍ଥାତ ୮୮ ଓ ୮୯ ନମ୍ବର ଆକ୍ରାନ୍ତ ମଧ୍ୟ ତାଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ ହୋଇଛି। ଏହି ୬୧ ନମ୍ବର ଆକ୍ରାନ୍ତ ୫୮ ବର୍ଷୀୟ ପୁରୁଷ ଓ ସେ ଝାଡ଼ଖଣ୍ଡରୁ ଫେରି ୫ଟି ହସ୍ପିଟାଲ ବୁଲିଥିଲେ।

ସେପଟେ କୋଲକାତା ଫେରନ୍ତା ଯାଜପୁର ଜିଲ୍ଲା ବାସୁଦେବପୁରର ୭୩ ନମ୍ବର ଆକ୍ରାନ୍ତ ବି ୩ ଜଣଙ୍କୁ ସଂକ୍ରମିତ କରିଥିବା ଆଜି ସ୍ପଷ୍ଟ ହୋଇଛି। ୮୫ ନମ୍ବର ଆକ୍ରାନ୍ତ ତାଙ୍କ ସହ କୋଲକାତାରୁ ଫେରିଥିଲେ ଏବଂ ୮୬ ଓ ୮୭ ନମ୍ବର ଆକ୍ରାନ୍ତ ତାଙ୍କ ନିକଟ ସଂପର୍କୀୟ ବୋଲି ସରକାର ସୂଚନା ଦେଇଛନ୍ତି।

ଆଜି ରାଜ୍ୟ ସରକାର ପ୍ରକାଶ କରିଥିବା ୮୪ରୁ ୯୦ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ। ୮୪ ନମ୍ବର ‘କରୋନା’ ଆକ୍ରାନ୍ତ ଯାଜପୁର ଜିଲ୍ଲା ଦଶରଥପୁର କୋଦେଇବାଟିର ୭୦ ବର୍ଷୀୟା ମହିଳା। ସେ ୭୪ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ। ସେ ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଲକ୍‌ଡାଉନ ପାଇଁ ଘରେ ଥିଲେ। ୨୧ରୁ ୨୩ ଏପ୍ରିଲ ଯାଜପୁରରେ ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ୨୩ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିପରି ୮୫ ନମ୍ବର ‘କରୋନା’ ଆକ୍ରାନ୍ତ ଯାଜପୁର ସଦର ଜାହାନପୁର ବାସୁଦେବପୁରର ୨୧ ବର୍ଷୀୟ ଯୁବକ। ସେ ୨୯ ମାର୍ଚ୍ଚରେ ଭଡ଼ା ଗାଡ଼ିରେ ୭୩ ନମ୍ବର ଆକ୍ରାନ୍ତଙ୍କ ସହ କୋଲକାତା ବଡ଼ବଜାରରୁ ଫେରି ଘରେ ଏପ୍ରିଲ ୨୦ ତାରିଖ ଯାଏ ରହିଥିଲେ। ୨୧ରୁ ୨୩ ତାରିଖ ଯାଏ ଯାଜପୁର ଏନ୍‌ସି କଲେଜ ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ୨୩ ତାରିଖରେ ତାଙ୍କୁ କଳିଙ୍ଗନଗର ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୮୬ ନମ୍ବର ‘କରୋନା’ ଆକ୍ରାନ୍ତ ୪୮ ବର୍ଷୀୟା ମହିଳା ଓ ୮୭ ନମ୍ବର ଆକ୍ରାନ୍ତ ୮୦ ବର୍ଷୀୟା ବୃଦ୍ଧା। ସେମାନେ ମଧ୍ୟ ଯାଜପୁର ବାସୁଦେବପୁର। ଉଭୟ ୭୩ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ। ସେମାନେ ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଲକ୍‌ଡାଉନ ପାଇଁ ଘରେ ଥିଲେ। ୨୧ରୁ ୨୩ ଏପ୍ରିଲ ଯାଜପୁରରେ ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ୨୩ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ କଳିଙ୍ଗନଗର ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୮୮ ଓ ୮୯ ନମ୍ବର ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ନେଳିଆବାଗର। ଏମାନେ ୬୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ। ୮୮ ନମ୍ବର ଆକ୍ରାନ୍ତ ୩୬ ବର୍ଷୀୟ ବ୍ୟକ୍ତି ଓ ୮୯ ନମ୍ବର ଆକ୍ରାନ୍ତ ୫୫ ବର୍ଷୀୟା ମହିଳା। ସେମାନେ ୨୨ ମାର୍ଚ୍ଚରୁ ୨୩ ଏପ୍ରିଲ ଲକ୍‌ଡାଉନ ପାଇଁ ଘରେ ଥିଲେ। ୨୩ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୯୦ ନମ୍ବର ‘କରୋନା’ ଆକ୍ରାନ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ରାହ୍ମଣୀ ଶାସନର ୪୩ ବର୍ଷୀୟ ବ୍ୟକ୍ତି। ସେ ଏପ୍ରିଲ ୧୬ରେ କୋଲକାତା ଖିଦିରପୁରରୁ ସକାଳ ୯ଟାରେ ଗାଡ଼ିରେ ବାହାରି ଦିନ ଦେଢ଼ଟାରେ ଗାଁରେ ପହଞ୍ଚିଥିଲେ। ୧୬ ଏପ୍ରିଲରୁ ୨୦ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟିନରେ ଥିଲେ। ୨୧ରୁ ୨୩ ବାସୁଦେବପୁର ସରକାରୀ କ୍ୱାରେଣ୍ଟିନରେ ଥିଲେ। ୨୩ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story