ବାଲିପାଟଣା: ଖେଳ ଶିକ୍ଷକଙ୍କୁ ଏସିଡ୍ ମାଡ

ଭୁବନେଶ୍ୱର: ଖୋଦ୍ଧା ଜିଲ୍ଲା ବାଲିପାଟଣା ଅର୍ନ୍ତଗତ ଆଳିସୀ ଶାସନ ନିକଟରେ ଖେଳ ଶିକ୍ଷକଙ୍କୁ ଏସିଡମାଡ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଗୁରୁତର ହୋଇଥିବା ଖେଳ ଶିକ୍ଷକ ସୁରେନ୍ଦ୍ର ମହାପାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍କୁଲରୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ଏସିଡ ମାଡ କରିଥିବା ପ୍ରାଥମିକ ସୂଚନାରୁ ସ୍ପଷ୍ଟ ହୋଇଛି। ଏସିଡ ମାଡକରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଠା ଜାରି ରଖିଛି।

acid-attack

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 01:36 PM IST

Related story