ବାଲିଯାତ୍ରା ବୁଲିବାକୁ ଆସୁଥିବା ରାଜ୍ୟ ବାହାରର ଦର୍ଶକ ଜାଣୁଛନ୍ତି ରସଗୋଲା ଉତ୍ପତ୍ତି ପଶ୍ଚିମବଙ୍ଗରେ ନୁହେଁ ଓଡ଼ିଶାରେ

କଟକ: ରସଗୋଲାର ଉତ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ସରକାର ଏହାକୁ ନିଜର ବୋଲି କହୁଛନ୍ତି। ତେବେ ଏହା ଓଡ଼ିଶାରୁ ଉତ୍ପତ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି। ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ରସଗୋଲା ଯେ ଓଡ଼ିଶାରୁ ଉତ୍ପତ୍ତି ତାହା ରାଜ୍ୟ ବାହାରୁ ଆସୁଥିବା ଦର୍ଶକଙ୍କୁ ଜଣାଇବାକୁ ପ୍ରୟାସ କରାଯାଉଛି। ଏହା ମଧ୍ୟ ବେଶ ଫଳପ୍ରଦ ହେଉଥିବା ଦେଖିବାକୁ ମିଳୁଛି। ଜମ୍ମୁ କାଶ୍ମୀରରୁ ଆସିଥିବା ଜଣେ ମହିଳା ଦର୍ଶକ କହିଛନ୍ତି, ତାଙ୍କ ଅଞ୍ଚଳରେ ବି ରସଗୋଲା […]

rasagula

rasagula

Rakesh Mallick
  • Published: Monday, 30 November 2015
  • Updated: 30 November 2015, 09:05 AM IST

Sports

Latest News

କଟକ: ରସଗୋଲାର ଉତ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ସରକାର ଏହାକୁ ନିଜର ବୋଲି କହୁଛନ୍ତି। ତେବେ ଏହା ଓଡ଼ିଶାରୁ ଉତ୍ପତ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି। ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ରସଗୋଲା ଯେ ଓଡ଼ିଶାରୁ ଉତ୍ପତ୍ତି ତାହା ରାଜ୍ୟ ବାହାରୁ ଆସୁଥିବା ଦର୍ଶକଙ୍କୁ ଜଣାଇବାକୁ ପ୍ରୟାସ କରାଯାଉଛି। ଏହା ମଧ୍ୟ ବେଶ ଫଳପ୍ରଦ ହେଉଥିବା ଦେଖିବାକୁ ମିଳୁଛି। ଜମ୍ମୁ କାଶ୍ମୀରରୁ ଆସିଥିବା ଜଣେ ମହିଳା ଦର୍ଶକ କହିଛନ୍ତି, ତାଙ୍କ ଅଞ୍ଚଳରେ ବି ରସଗୋଲା ମିଳୁଛି । ହେଲେ ଏଠାରେ ମିଳୁଥିବା ରସଗୋଲାର ସ୍ୱାଦ ସ୍ୱତନ୍ତ୍ର। ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସେ ଜାଣି ସେ ଖୁସି ଜାହିର କରିଥିଲେ। ସେହିପରି ଆଉଜଣେ ରାଜ୍ୟ ବାହାରର ଦର୍ଶକ କହିଛନ୍ତି, ପଶ୍ଚିମବଙ୍ଗରୁ ରସୋଗଲାର ଉତ୍ପତ୍ତି ବୋଲି ଜାଣିଥିଲି। ହେଲେ ବାଲିଯାତ୍ରା ବୁଲିବାକୁ ଆସି ଏହା ଓଡ଼ିଶାରୁ ଉତ୍ପତ୍ତି ବୋଲି ଜାଣିବାକୁ ପାଇଲି। ପଶ୍ଚିମବଙ୍ଗରେ ମିଳୁଥିବା ରସଗୋଲାଠାରୁ ଏହାର ସ୍ୱାଦ ବହୁତ ଭଲ।

ସାଲେପୁର ରସଗୋଲାର ଏକ ଷ୍ଟଲ୍ ବାଲିଯାତ୍ରା ପଡିଆରେ ଲାଗିଛି। ସାଧାରଣ ରସଗୋଲା ସହ ଗୁଡ ରସଗୋଲା ଓ କମଳା ବାସ୍ନା ଯୁକ୍ତ ରସଗୋଲା ଏଠାରେ ମିଳୁଛି। ୫ଟଙ୍କାଠାରୁ ଆରମ୍ଭ କରି ୨୫ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ରସଗୋଲା ରହିଛି ଏଠାରେ। ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକଙ୍କ ଗହଳି ଏଠାରେ ଦେଖିବାକୁ ମିଳୁଛି। ତେବେ ରାଜ୍ୟ ବାହାରର ଦର୍ଶକଙ୍କ ପାଇଁ ଷ୍ଟଲ୍ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଷ୍ଟଲକୁ ଆସୁଥିବା ରାଜ୍ୟ ବାହାର ଦର୍ଶକଙ୍କୁ ସେମାନଙ୍କ ପସନ୍ଦର ରସଗୋଲା ପରସା ଯିବା ସହ ଏହା ଓଡ଼ିଶାରୁ ଉତ୍ପତ୍ତି ବୋଲି ସେମାନଙ୍କୁ କୁହାଯାଉଛି। ଏହାସହ ରସଗୋଲାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ କିଛି କିଛି ଦର୍ଶକ ପଚାରି ବଝୁଥିବା ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story