ଶ୍ରେୟସଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦାବିରେ ବାମରା ବନ୍ଦ

<p>ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଗଡ଼ପୋଷର ଛାତ୍ର ଶ୍ରେୟସ କେଶରୱାନୀ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ୧୨ ଘଣ୍ଟିଆ ବାମରା ବନ୍ଦ ପାଳନ କରାଯାଉଛି। ବାମରା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।&nbsp; ବନ୍ଦ ଯୋଗୁଁ ଗାଡ଼ିମୋଟର ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି।&nbsp; କିଛି ସ୍ଥାନରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଛନ୍ତି।</p> <p>ଶ୍ରେୟସ ମୃତ୍ୟୁ ଘଟଣାକୁ ୨୫ ଦିନ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି। କିଛିଦିନ ତଳେ ଆନ୍ଧ୍ରପ୍ରଦେଶ ଭାଇଜାଗରେ ପଢୁଥିବା ଏକ ଶିକ୍ଷାନୁଷ୍ଠାନରେ ରାଗିଂ ଯୋଗୁ ଶ୍ରେୟସଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।</p>

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 01:47 PM IST

Sports

Latest News

<p>ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଗଡ଼ପୋଷର ଛାତ୍ର ଶ୍ରେୟସ କେଶରୱାନୀ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ୧୨ ଘଣ୍ଟିଆ ବାମରା ବନ୍ଦ ପାଳନ କରାଯାଉଛି। ବାମରା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।&nbsp; ବନ୍ଦ ଯୋଗୁଁ ଗାଡ଼ିମୋଟର ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି।&nbsp; କିଛି ସ୍ଥାନରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଛନ୍ତି।</p><p>ଶ୍ରେୟସ ମୃତ୍ୟୁ ଘଟଣାକୁ ୨୫ ଦିନ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି। କିଛିଦିନ ତଳେ ଆନ୍ଧ୍ରପ୍ରଦେଶ ଭାଇଜାଗରେ ପଢୁଥିବା ଏକ ଶିକ୍ଷାନୁଷ୍ଠାନରେ ରାଗିଂ ଯୋଗୁ ଶ୍ରେୟସଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos