ବଣାଇ: ପୋଲ ତଳକୁ ଖସିଲା ମିନି ଟ୍ରକ୍, ୮ ମୃତ, ୧୦ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା-ବାହାଡ଼ାପଶି ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଛନ୍ତି। ୧୦ ରୁ ଅଧିକ ଆହତ ହୋଇଛନ୍ତି। ମୃତ ଓ ଆହତ ବ୍ୟକ୍ତିମାନେ ବଣାଇ ଥାନା ଷେଣ୍ଢପୁର ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଏହି ଗାଁର ୧୭ରୁ ଅଧିକ ଲୋକ କବାଡ଼ି ଖେଳିବାକୁ ଲହୁଣିପଡ଼ାର ଧୁଡ଼ିଗାଁକୁ ଯାଇଥିଲେ। ସେଠାରୁ ଏକ ମିନି ଟ୍ରକରେ ଫେରୁଥିବା ବେଳେ ସୁଆରପାଲି ନିକଟରେ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ […]

banai accident

banai accident

Rakesh Mallick
  • Published: Saturday, 19 September 2015
  • Updated: 20 September 2015, 01:57 AM IST

Sports

Latest News

banai accidentବଣାଇ: ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା-ବାହାଡ଼ାପଶି ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଛନ୍ତି। ୧୦ ରୁ ଅଧିକ ଆହତ ହୋଇଛନ୍ତି। ମୃତ ଓ ଆହତ ବ୍ୟକ୍ତିମାନେ ବଣାଇ ଥାନା ଷେଣ୍ଢପୁର ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଏହି ଗାଁର ୧୭ରୁ ଅଧିକ ଲୋକ କବାଡ଼ି ଖେଳିବାକୁ ଲହୁଣିପଡ଼ାର ଧୁଡ଼ିଗାଁକୁ ଯାଇଥିଲେ। ସେଠାରୁ ଏକ ମିନି ଟ୍ରକରେ ଫେରୁଥିବା ବେଳେ ସୁଆରପାଲି ନିକଟରେ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ବଣାଇ ଡାକ୍ତରଖାନାରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ପ୍ରଥମେ ବଣାଇ ଓ ପରେ ରାଉରକେଲାର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଛି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି। ତା’ ସହିତ ଆହତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story