ଟିଟିଲାଗଡ଼ ଟିକେଟ୍ ଚର୍ଚ୍ଚାକୁ ନେଇ ସୁରେନ୍ଦ୍ରଙ୍କ ସମର୍ଥକ ଅସନ୍ତୁଷ୍ଟ; ସଇଁତଳା ବନ୍ଦ ଡାକରା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): କଂଗ୍ରେସ ଗତକାଲି ରାତିରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଟିଟିଲାଗଡ଼ ବିଧାନସଭା ଆସନର ନାଁ ନାହିଁ। ତେବେ ଏହି ଆସନ ପାଇଁ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେବା ପରେ ଏହାକୁ ନେଇ ଦଳର କିଛି କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ହେଉଛନ୍ତି ଦଳର ଅନ୍ୟତମ ନେତା ତଥା ପୂର୍ବତନ ବିଧାୟକ […]

saintala

saintala

Jitendra Garnayak
  • Published: Tuesday, 19 March 2019
  • Updated: 19 March 2019, 12:51 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): କଂଗ୍ରେସ ଗତକାଲି ରାତିରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଟିଟିଲାଗଡ଼ ବିଧାନସଭା ଆସନର ନାଁ ନାହିଁ। ତେବେ ଏହି ଆସନ ପାଇଁ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେବା ପରେ ଏହାକୁ ନେଇ ଦଳର କିଛି କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ହେଉଛନ୍ତି ଦଳର ଅନ୍ୟତମ ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇଙ୍କ ସମର୍ଥକ।

ଶରତ ପଟ୍ଟନାୟକଙ୍କୁ ଟିଟିଲାଗଡ଼ ଟିକେଟ୍ ଦିଆଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ସୁରେନ୍ଦ୍ରଙ୍କ ସମର୍ଥକମାନେ ଆଜି ସଇଁତଳାରେ ବନ୍ଦ ଡାକରା ଦେଇଛନ୍ତି। ସେମାନେ ଦୋକାନ, ବଜାର ବନ୍ଦ କରିବା ସହିତ ୨୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଛନ୍ତି। ସେମାନେ ସୁରେନ୍ଦ୍ରଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି କରିଛନ୍ତି।

ସୁରେନ୍ଦ୍ର ସିଂହ ଭୋଇ ଗତ ଥର ଟିଟିଲାଗଡ଼ରୁ ପ୍ରାର୍ଥୀ ହୋଇଥିଲେ। ସେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ଠାରୁ ୧୪,୦୨୨ ଭୋଟ୍‌ରେ ହାରି ଯାଇଥିଲେ। ଟୁକୁନି ସାହୁଙ୍କୁ ବିଜେଡି ଏଥର ପୁଣି ପ୍ରାର୍ଥୀ କରିଛି। ୨୦୦୯ରେ ସୁରେନ୍ଦ୍ର ସିଂହ ଭୋଇ ଟିଟିଲାଗଡ଼ରୁ କଂଗ୍ରେସ ଟିକେଟ୍‌ରେ ବିଜୟୀ ହୋଇଥିଲେ। ସେ ବିଜେଡିର ଯୋଗେନ୍ଦ୍ର ବେହେରାଙ୍କୁ ପରାସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story