ସ୍ୱାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା ଦୂର ଦାବିରେ ୧୨ ଘଣ୍ଟିଆ ବାମରା ବନ୍ଦ

Ordigital Desk
  • Published: Friday, 30 June 2017
  • , Updated: 30 June 2017, 11:43 AM IST
<p>କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା ବାମରା ମୁଖ୍ୟାଳୟ ସ୍ଥିତ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା ଦୂର ଓ ୫ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା ଦିଆଯାଇଛି। &nbsp;ଫଳରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ବସ୍&zwnj;ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାମରା-କୁଚିଣ୍ଡା, ବାମରା-ଗରିଆମାଲ, ବାମରା-ଲଇକେରା ଓ ବାମରା &ndash;ସୁନ୍ଦରଗଡ଼ ରାସ୍ତା ଅବରୋଧ କରିଛନ୍ତି।</p> <p>[vc_video link=&quot;&quot; align=&quot;center&quot;]</p> <p>ବିଧାୟକ ରବି ନାଏକ,ପୂର୍ବତନ ବିଧାୟକ ରେଜେନ୍ଦ୍ର ଛତ୍ରୀଆ ଓ ନାଗରିକ କମିଟିର&nbsp; କର୍ମକର୍ତ୍ତା ବିକ୍ଷୋଭରେ ସାମିଲ ହୋଇଛନ୍ତି।</p>

Related story