ଭବାନୀପାଟଣାରେ ୧୬ ଘଣ୍ଟିଆ ବନ୍ଦ ଡାକରା

ଭବାନୀପାଟଣା (ରାଜ କୁମାର ସିଂହ ଦେଓ): ଭବାନୀପାଟଣା ସହରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି। ଆଉ ଏହି ଦାବି ପୂରଣ ପାଇଁ ଆଜି ଭବାନୀପାଟଣାରେ ୧୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ସମିତିର ଆହ୍ୱାନକ୍ରମେ ଆଜି ଭବାନୀପାଟଣା ସହରରେ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି […]

bandh

bandh

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 09:49 AM IST

Sports

Latest News

ଭବାନୀପାଟଣା (ରାଜ କୁମାର ସିଂହ ଦେଓ): ଭବାନୀପାଟଣା ସହରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି। ଆଉ ଏହି ଦାବି ପୂରଣ ପାଇଁ ଆଜି ଭବାନୀପାଟଣାରେ ୧୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଏହି ସମିତିର ଆହ୍ୱାନକ୍ରମେ ଆଜି ଭବାନୀପାଟଣା ସହରରେ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।

bandh2ସକାଳ ୬ଟାରୁ ରାତି ୯ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି। ସକାଳେ ସମିତିର ସଦସ୍ୟମାନେ ନକଟିଗୁଡ଼ା ଛକରେ ରାସ୍ତା ଅବରୋଧ କରିବା ସହ ଦାବି ପୂରଣ ନେଇ ସ୍ଳୋଗାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story