କର୍ମଚାରୀ, ଗ୍ରାହକଙ୍କୁ ତାଲା ପକାଇ ଲୁଟିନେଲେ ବ୍ୟାଙ୍କ

ଜଳେଶ୍ୱର (ଅଜିତ ଦାସ): କର୍ମଚାରୀ ଓ ଗ୍ରାହକଙ୍କୁ ତାଲା ପକାଇ ଲୁଟିନେଲେ ବ୍ୟାଙ୍କ। ଦୁର୍ବୃତ୍ତମାନେ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ଦି’ ପହରରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ଖବର ପାଇ ବାଲେଶ୍ୱର ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସବୁଦିନ ପରି ଆଜି ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦା ଶାଖା ଖୋଲିଥିଲା। ଅପରାହ୍ନ ପ୍ରାୟ ୧.୫୦ ମିନିଟ୍‌ରେ […]

Bank-Loot

Bank-Loot

Manoranjan Sial
  • Published: Friday, 22 July 2022
  • Updated: 22 July 2022, 08:17 PM IST

ଜଳେଶ୍ୱର (ଅଜିତ ଦାସ): କର୍ମଚାରୀ ଓ ଗ୍ରାହକଙ୍କୁ ତାଲା ପକାଇ ଲୁଟିନେଲେ ବ୍ୟାଙ୍କ। ଦୁର୍ବୃତ୍ତମାନେ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ଦି’ ପହରରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ଖବର ପାଇ ବାଲେଶ୍ୱର ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସବୁଦିନ ପରି ଆଜି ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦା ଶାଖା ଖୋଲିଥିଲା। ଅପରାହ୍ନ ପ୍ରାୟ ୧.୫୦ ମିନିଟ୍‌ରେ ବ୍ୟାଙ୍କରେ ବେଶୀ ଗହଳୀ ନଥିଲା। ୫ରୁ ୬ ଜଣ ଗ୍ରହକ ଥିଲେ। ଠିକ୍‌ ଏହି ସମୟରେ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶିଲେ। ସେମାନେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ।

ଦୁର୍ବୃତ୍ତମାନେ ପ୍ରଥମ ଗ୍ରହକଙ୍କୁ ଜବରଦସ୍ତି ବାଥ୍‌ରୁମ୍‌ରେ ପୂରାଇ ଦେଇଥିଲେ। ସେମାନଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇଯାଇଥିଲେ ଦୁର୍ବୃତ୍ତ। ପରେ ବ୍ୟାଙ୍କ କ୍ୟାସିୟରଙ୍କୁ ଭୁଜାଲିରେ ଆକ୍ରମଣ କରି ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥିଲେ। ଦୁର୍ବୃତ୍ତ ବ୍ୟାଙ୍କ ଛାଡ଼ିବା ପରେ ମୁଖ୍ୟ ପ୍ରବେଶ ପଥରେ ବାହାର ପାର୍ଶ୍ୱରୁ ତାଲା ପକାଇ ଦେଇଥିଲେ।

ଦୁର୍ବୃତ୍ତମାନେ ଗଲା ପରେ ବ୍ୟାଙ୍କ କର୍ମଚାରୀମାନେ ବାଥ୍‌ରୁମ୍‌ରେ ବନ୍ଦିଥିବା ଗ୍ରାହକଙ୍କୁ କାଢ଼ିଥିଲେ। ପରେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ବ୍ୟାଙ୍କ ଲୁଟ୍‌ ହୋଇଥିବା କହିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ବସ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁର୍ବୃତ୍ତମାନେ ହାତରେ ବନ୍ଧୁକ ଓ ଭୁଜାଲି ଧରିଥିଲେ। ସେମାନେ ବଙ୍ଗଳା ଭାଷାରେ କଥା ହେଉଥିଲେ। ସେମାନେ ଦୁଇଟି ପୁଲସର ଓ ଗୋଟିଏ ବୋଲେରୋରେ ଆସିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ବାଲେଶ୍ୱର ଏସ୍‌ପି ବରୁଣଗଡିଆରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବସ୍ତାର ପ୍ରବେଶ ପଥ ରାଜଘାଟ, ଜଳେଶ୍ୱରର ନାକାପଏଣ୍ଟ ଓ ଲକ୍ଷ୍ମଣନାଥ ଗେଟ୍‌ରେ ଜୋରଦାର ଯାଞ୍ଚ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story