ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତବର୍ଷ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ବନ୍ୟା ଆଶଙ୍କାକୁ ଆଖିରେ ରଖି ସଂପୃକ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଦୁର୍ବଳ ନଦୀବନ୍ଧକୁ ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ୧୫୯ଟି ନଦୀବନ୍ଧ ଦୁର୍ବଳ ରହିଛି। ଏଗୁଡିକ ଉପରେ ସତର୍କ ଦୃଷ୍ଟି ରଖାଯିବା ସହ ବାଲିବସ୍ତା ଓ ବହ୍ଲା ମହଜୁଦ ରଖାଯାଇଛି। ଭାଙ୍ଗି ଯାଇଥିବା  ବାତ୍ୟା […]

bhubaeswer

bhubaeswer

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 07:42 PM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ବନ୍ୟା ଆଶଙ୍କାକୁ ଆଖିରେ ରଖି ସଂପୃକ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଦୁର୍ବଳ ନଦୀବନ୍ଧକୁ ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ୧୫୯ଟି ନଦୀବନ୍ଧ ଦୁର୍ବଳ ରହିଛି। ଏଗୁଡିକ ଉପରେ ସତର୍କ ଦୃଷ୍ଟି ରଖାଯିବା ସହ ବାଲିବସ୍ତା ଓ ବହ୍ଲା ମହଜୁଦ ରଖାଯାଇଛି। ଭାଙ୍ଗି ଯାଇଥିବା  ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ କିଭଳି ପୁନଃ ନିର୍ମାଣ କରାଯିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

 ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସମବାୟ ମନ୍ତ୍ରୀ ଦାମୋଦର ରାଉତଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହ ଦେଓ ଏବଂ କମିଟିର ୫୧ ଜଣ ସଦସ୍ୟ ଉପସ୍ଥିତ ଥିଲେ।

ତେବେ ବୈଠକର ସୁଫଳ ନେଇ ବିରୋଧୀ ଦଳ ନେତା ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story