ବନ୍ୟା ପ୍ରଭାବିତ ତାମିଲନାଡ଼ୁ ପାଇଁ ଓଡ଼ିଶାର ୫ କୋଟି ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର: ତାମିଲନାଡୁ ବନ୍ୟା କ୍ଷୟକ୍ଷତିଗ୍ରସ୍ତଙ୍କ  ଲାଗି ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବନ୍ୟାସ୍ଥିତିର ମୁକାବିଲା ପାଇଁ ଓଡିଶାରୁ ୫ଟି ଓଡ୍ରାଫ୍ ଟିମ୍ ପଠାଯିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇ ରହିଛି। ଚେନ୍ନାଇ ସହ ଯୋଗାଯୋଗରେ ରହିଛୁ। ସେଠାରୁ ସୂଚନା ପାଇବା ମାତ୍ରେ ଟିମ୍ ପଠାଯିବ। ସେହିପରି ଚେନ୍ନାଇରେ ଫସି ରହିଥିବା ସମସ୍ତ ଓଡିଆଙ୍କୁ ଉଦ୍ଧାର […]

naveen

naveen

Rakesh Mallick
  • Published: Friday, 04 December 2015
  • Updated: 04 December 2015, 08:50 AM IST

Sports

Latest News

ଭୁବନେଶ୍ୱର: ତାମିଲନାଡୁ ବନ୍ୟା କ୍ଷୟକ୍ଷତିଗ୍ରସ୍ତଙ୍କ  ଲାଗି ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବନ୍ୟାସ୍ଥିତିର ମୁକାବିଲା ପାଇଁ ଓଡିଶାରୁ ୫ଟି ଓଡ୍ରାଫ୍ ଟିମ୍ ପଠାଯିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇ ରହିଛି। ଚେନ୍ନାଇ ସହ ଯୋଗାଯୋଗରେ ରହିଛୁ। ସେଠାରୁ ସୂଚନା ପାଇବା ମାତ୍ରେ ଟିମ୍ ପଠାଯିବ। ସେହିପରି ଚେନ୍ନାଇରେ ଫସି ରହିଥିବା ସମସ୍ତ ଓଡିଆଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଓଡିଆ ନିରାପଦରେ ଥିବା ଏସଆରସି କହିଛନ୍ତି। ଚେନ୍ନାଇରୁ ବାହାରିଥିବା ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଦେଇ କୋଲକାତା ଅଭିମୁଖେ ଯିବ। ଏଥିରେ ଉଦ୍ଧାର ପାଇଥିବା ଲୋକମାନେ ଟ୍ରେନରେ ଆସୁଛନ୍ତି ବୋଲି ଏସଆରିସି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story