ବନ୍ୟା ସ୍ଥିତିରେ ସୁଧାର ଆସିଛି: ଜଳସମ୍ପଦ ବିଭାଗ ସଚିବ

ଭୁବନେଶ୍ୱର: ଗତ ୪ଦିନ ହେଲା ରାଜ୍ୟରେ ଦେଖା ଦେଇଥିବା ବନ୍ୟା ସ୍ଥିତିରେ ସାମାନ୍ୟ ସୁଦ୍ଧାର ଆସିଥିବା ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା କହିଛନ୍ତି । ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳଦା ନଦୀରେ ଏବେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବିଭିନ୍ନ ନଦୀରେ ହୋଇଥିବା ୩ଟି ଘାଇକୁ ମରାମତି କରାଯାଇଛି ବୋଲି ଜଳସମ୍ପଦ ସଚିବ ଜେନା କହିଛନ୍ତି । ଏହାସହ ଜିଲ୍ଲାପାଳ ଓ ଏସପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । […]

b

b

Rakesh Mallick
  • Published: Friday, 31 July 2015
  • Updated: 31 July 2015, 08:46 AM IST

Sports

Latest News

pradeepଭୁବନେଶ୍ୱର: ଗତ ୪ଦିନ ହେଲା ରାଜ୍ୟରେ ଦେଖା ଦେଇଥିବା ବନ୍ୟା ସ୍ଥିତିରେ ସାମାନ୍ୟ ସୁଦ୍ଧାର ଆସିଥିବା ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା କହିଛନ୍ତି । ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳଦା ନଦୀରେ ଏବେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବିଭିନ୍ନ ନଦୀରେ ହୋଇଥିବା ୩ଟି ଘାଇକୁ ମରାମତି କରାଯାଇଛି ବୋଲି ଜଳସମ୍ପଦ ସଚିବ ଜେନା କହିଛନ୍ତି । ଏହାସହ ଜିଲ୍ଲାପାଳ ଓ ଏସପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘୂର୍ଣ୍ଣିଝଡ କୋମେନକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ସତର୍କତା ଅବଲମ୍ବନ କରାଯାଇଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos