ବାରବାଟୀ ଷ୍ଟାଡିୟମ୍ ଜମିକୁ ନେଇ ଆଉ ଏକ ମାମଲା: ୭ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ :  ବାରବାଟୀ ଷ୍ଟାଡିୟମ୍ ଜମି ସବଲିଜକୁ ନେଇ ହାଇକୋର୍ଟରେ ରୁଜୁ ହୋଇଛି ଆଉ ଏକ ମାମଲା। ଏହି ମାମଲାରେ ୭ ଜଣ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଜସ୍ୱ ସଚିବ, ଅବକାରୀ ସଚିବ ଏବଂ କମିଶନର, କଟକ ଜିଲ୍ଲାପାଳ ଓ କଟକ ସଦର ତହସିଲଦାର, ଓଡ଼ିଶା ଅଲମ୍ପିକ ଆସୋସିଏସନ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ।

high coat

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 12:42 PM IST

Related story