ବରଗଡ଼: ପୂର୍ବ ଶତ୍ରୁତାକୁ ନେଇ ମା’ ପୁଅକୁ ହତ୍ୟା, ଜଣେ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ଭେଡେ଼ନ୍ ଥାନା ଅଁଏଳାକଟା ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗତକାଲି ବିଳମ୍ୱି ରାତିରେ ଅତି ନୃଶଂସ ଭାବେ ମା’ ଓ ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ମୃତକମାନେ ହେଲେ ଜାମା ନାଗ ଏବଂ ତାଙ୍କ ପୁଅ ଜଗବନ୍ଧୁ ନାଗ। ଜଗବନ୍ଧୁଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମ ପାତ୍ରକୁ ପୋଲିସ ଗିରଫ କରିଛି। ସେ ଜଣେ […]

murder

murder

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 03:28 PM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲା ଭେଡେ଼ନ୍ ଥାନା ଅଁଏଳାକଟା ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗତକାଲି ବିଳମ୍ୱି ରାତିରେ ଅତି ନୃଶଂସ ଭାବେ ମା' ଓ ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ମୃତକମାନେ ହେଲେ ଜାମା ନାଗ ଏବଂ ତାଙ୍କ ପୁଅ ଜଗବନ୍ଧୁ ନାଗ। ଜଗବନ୍ଧୁଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମ ପାତ୍ରକୁ ପୋଲିସ ଗିରଫ କରିଛି। ସେ ଜଣେ ମୁଢ଼ି ବିକାଳି। ଗତକାଲି କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ହେବାରୁ ଏହାର ପ୍ରତିଶୋଧ ନେବାକୁ ଯାଇ ୩ ଜଣଙ୍କୁ ରାମ ପାତ୍ର ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos