ବରଗଡ: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର ଓ ପାନ ଦୋକାନୀ

ବରଗଡ: ଜଣେ ଶିକ୍ଷକଙ୍କୁ ବଦଳି କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବରଗଡ଼ ଜିଲ୍ଲା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସୁବ୍ରତ ସାହୁ। ଏଥିରେ ସହଯୋଗ କରିଥିବା ଜଣେ ପାନ ଦୋକାନୀ ଅଜିତ କୁମାର ପଣ୍ଡାକୁ ମଧ୍ୟ ଗିରଫ କରାଯାଇଛି। ଏହି ଦୁଇ ଜଣଙ୍କଠାରୁ ୨ ହଜାର ଟଙ୍କା ଜବତ କରାଯାଇଛି।ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ ବ୍ରାହ୍ମଣୀ ଗ୍ରାମର ଶିକ୍ଷକ ମୀନକେତନ ମେହେର ପର୍ଥଲା ଉନ୍ନୀତ […]

vizilance

vizilance

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 01:48 PM IST

Sports

Latest News

vizilanceବରଗଡ: ଜଣେ ଶିକ୍ଷକଙ୍କୁ ବଦଳି କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବରଗଡ଼ ଜିଲ୍ଲା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସୁବ୍ରତ ସାହୁ। ଏଥିରେ ସହଯୋଗ କରିଥିବା ଜଣେ ପାନ ଦୋକାନୀ ଅଜିତ କୁମାର ପଣ୍ଡାକୁ ମଧ୍ୟ ଗିରଫ କରାଯାଇଛି। ଏହି ଦୁଇ ଜଣଙ୍କଠାରୁ ୨ ହଜାର ଟଙ୍କା ଜବତ କରାଯାଇଛି।ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ ବ୍ରାହ୍ମଣୀ ଗ୍ରାମର ଶିକ୍ଷକ ମୀନକେତନ ମେହେର ପର୍ଥଲା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବାବେଳେ ସେ ବିଜେପୁର ବ୍ଲକକୁ ବଦଳି ହେବା ପାଇଁ ଆବେଦନ କରିଥିଲେ। ବଦଳି କରାଇ ଦେବାକୁ ବରଗଡ଼ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସୁବ୍ରତ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ମୀନକେତନ ପ୍ରଥମେ ୫୦୦୦ ଟଙ୍କା ପରେ ୧୦୦୦ ଟଙ୍କା ଦେଇଥିଲେ। ଏହା ପରେ ସୁବ୍ରତ ଆହୁରି ୨୦୦୦ ଟଙ୍କା ମାଗିଥିଲେ। ଏନେଇ ମୀନକେତନ ସମ୍ବଲପୁର ଭିଜିଲାନ୍ସରେ ଅଭିଯୋଗ କରି ଥିଲେ। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଯୋଜନାବଦ୍ଧ ଭାବେ ଡାଟାଏଣ୍ଟ୍ରି ଅପରେଟର ସୁବ୍ରତ ସାହୁ ଓ ପାନ ଦୋକାନୀ ଅଜିତ ପଣ୍ଡାଙ୍କୁ ଗିରଫ କରିଥିଲା ବୋଲି ବରଗଡ଼ ଭିଜିଲାନ୍ସ ଡିଏସପି ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story