ବରପଦା ଇଂଜିନିୟରିଂ କଲେଜ ବିବାଦ: ଆଜି ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଭଦ୍ରକର ବରପଦାସ୍ଥିତ ବିଏସ୍ଇଟି ଇଞ୍ଜିନୟରିଂ କଲେଜର ଭବିଷ୍ୟତ ନେଇ ଆଲୋଚନା କରିବାକୁ ବୈଷୟିକ ଶିକ୍ଷା ଓ ତାଲିମ୍ ମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଗତକାଲି କଲେଜ ପ୍ରସଙ୍ଗ ନେଇ ବିଧାୟକ ପ୍ରଫୁଲ ସାମଲ ମୁଖ୍ୟମନ୍ତ୍ରୀଙ୍କ ଭେଟିଥିଲେ। ଏହି ଅବସରରେ କଲେଜର ପରିଚାଳନା ଦାୟିତ୍ୱ ସରକାର ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। ଗତ କିଛି ଦିନ ଧରି କଲେଜରେ ଯେଉଁ ସ୍ଥିତି ଉପୁଜିଛି ତାହା ସରକାରଙ୍କ ବିନା ହସ୍ତକ୍ଷେପରେ ସମାଧାନ ହୋଇପାରିବ […]

prafulla-samal

prafulla-samal

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 02:12 AM IST

ଭୁବନେଶ୍ୱର: ଭଦ୍ରକର ବରପଦାସ୍ଥିତ ବିଏସ୍ଇଟି ଇଞ୍ଜିନୟରିଂ କଲେଜର ଭବିଷ୍ୟତ ନେଇ ଆଲୋଚନା କରିବାକୁ ବୈଷୟିକ ଶିକ୍ଷା ଓ ତାଲିମ୍ ମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

ଗତକାଲି କଲେଜ ପ୍ରସଙ୍ଗ ନେଇ ବିଧାୟକ ପ୍ରଫୁଲ ସାମଲ ମୁଖ୍ୟମନ୍ତ୍ରୀଙ୍କ ଭେଟିଥିଲେ। ଏହି ଅବସରରେ କଲେଜର ପରିଚାଳନା ଦାୟିତ୍ୱ ସରକାର ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। ଗତ କିଛି ଦିନ ଧରି କଲେଜରେ ଯେଉଁ ସ୍ଥିତି ଉପୁଜିଛି ତାହା ସରକାରଙ୍କ ବିନା ହସ୍ତକ୍ଷେପରେ ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଥିଲେ। କଲେଜରେ ଏବେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଆଡମିଶନ କରୁଥିବାରୁ ବର୍ତ୍ତମାନର ନିୟମ ଅନୁସାରେ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର କଲେଜକୁ ନିଜ ହାତକୁ ନେବାକୁ ବିଏସଇଟି ସୋସାଇଟିର ସଭାପତି ପ୍ରଫୁଲ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story