ବରପଦା ଇଂଜିନିୟରିଂ କଲେଜ ସମସ୍ୟା: ସରକାରଙ୍କ ଉଦାସୀନତା ପ୍ରତିବାଦରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ କଂଗ୍ରେସର ଧାରଣା

ଭଦ୍ରକ: ବରପଦା ଇଂଜିନିୟରିଂ କଲେଜ ସମସ୍ୟାର ସମାଧାନ ନେଇ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଗୁରୁବାର ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ। କଲେଜରେ ଶାନ୍ତ ବାତାବରଣ ଫେରାଇ ଆଣିବା, ପାଠପଢ଼ା ପୁଣି ଆରମ୍ଭ କରିବା, ଅନୁଷ୍ଠାନକୁ ସରକାର ନିଜ ହାତକୁ ନେବା ଏବଂ ୧୦୦ କୋଟି ଟଙ୍କାର ହେରଫେର ଘଟଣାର ବିଚାରବିଭାଗୀୟ ତଦନ୍ତ ଆଦି ଦାବି କରି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ନେରନ ପଲେଇଙ୍କ […]

bhadrakcongress

bhadrakcongress

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 08:11 AM IST

Sports

Latest News

ଭଦ୍ରକ: ବରପଦା ଇଂଜିନିୟରିଂ କଲେଜ ସମସ୍ୟାର ସମାଧାନ ନେଇ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଗୁରୁବାର ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ। କଲେଜରେ ଶାନ୍ତ ବାତାବରଣ ଫେରାଇ ଆଣିବା, ପାଠପଢ଼ା ପୁଣି ଆରମ୍ଭ କରିବା, ଅନୁଷ୍ଠାନକୁ ସରକାର ନିଜ ହାତକୁ ନେବା ଏବଂ ୧୦୦ କୋଟି ଟଙ୍କାର ହେରଫେର ଘଟଣାର ବିଚାରବିଭାଗୀୟ ତଦନ୍ତ ଆଦି ଦାବି କରି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ନେରନ ପଲେଇଙ୍କ ନେତୃତ୍ୱରେ ହୃଦାନନ୍ଦ ସେଠୀ, ସୁବ୍ରତ ଦାସ, ଦେବେନ୍ଦ୍ର ମହାନ୍ତି, ଅକ୍ଷୟ ମଲ୍ଲିକ, ଅବଦୁଲ ମୁକତି ଖାଁ, ଭାସ୍କର ସାହୁଳ ଦିଲ୍ଲୀପ ନାୟକ, ଆଶିଷ ରାଉତ ଓ ଦେବରୂପ ପ୍ରମୁଖ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos