ଜାନୁଆରୀ ୨ରୁ ୧୨ଯାଏଁ ବରଗଡ଼ ଧନୁଯାତ୍ରା

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି ଆଜି ତାରିଖ ଘୋଷଣା କରାଯାଇଛି। ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ଏହା ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ଅଧକ୍ଷତାରେ ଆଜି ଏହି ବୈଠକ ବସିଥିଲା। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁକ୍ତାକାଶ ରଙ୍ଗମଞ୍ଚରେ ମହାରାଜ କଂସଙ୍କ ରାଜୁତି ଚାଲିଥାଏ।

dhanujatra

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 03:14 PM IST

Related story