କାଲି ଜମି ଜାଳି ଦେଇଥିଲେ, ଆଜି ଜୀବନ ହାରିଲେ

ବରଗଡ଼: ବରଗଡ଼ରେ ପୁଣି ଜଣେ ଚାଷୀ ଜୀବନ ହାରିଲେ। ତାଙ୍କ ନା ବୃନ୍ଦା ସାହୁ। ତାଙ୍କ ଘର କଳାପାଣି ଗାଁରେ। ଚକଡ଼ା ପୋକ ଲାଗିଯାଇଥିବା ଯୋଗୁଁ ଗତକାଲି ନିଜର ଅଧା ଏକର ଜମିରେ ନିଆଁ ଲଗାଇ ଦେଇଥିବା ବୃନ୍ଦା ଆଜି ବିଲ ମଝିରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥା ବରଗଡ଼ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ରୋଗ ପୋକ ଦାଉରୁ ଫସଲକୁ ବଞ୍ଚାଇ ନପାରିବା କାରଣରୁ ଗତକାଲି ନିଜ ଫସଲକୁ […]

farmer

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 11:52 AM IST

ବରଗଡ଼: ବରଗଡ଼ରେ ପୁଣି ଜଣେ ଚାଷୀ ଜୀବନ ହାରିଲେ। ତାଙ୍କ ନା ବୃନ୍ଦା ସାହୁ। ତାଙ୍କ ଘର କଳାପାଣି ଗାଁରେ। ଚକଡ଼ା ପୋକ ଲାଗିଯାଇଥିବା ଯୋଗୁଁ ଗତକାଲି ନିଜର ଅଧା ଏକର ଜମିରେ ନିଆଁ ଲଗାଇ ଦେଇଥିବା ବୃନ୍ଦା ଆଜି ବିଲ ମଝିରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥା ବରଗଡ଼ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ରୋଗ ପୋକ ଦାଉରୁ ଫସଲକୁ ବଞ୍ଚାଇ ନପାରିବା କାରଣରୁ ଗତକାଲି ନିଜ ଫସଲକୁ ନିଜେ ଜାଳି ଦେଇଥିଲେ ବୃନ୍ଦା।

Related story