ବରଗଡ଼ରେ ଛାତ୍ରୀଙ୍କୁ ଅସଦାଚରଣର ଭାଇରାଲ ଭିଡିଓ ପ୍ରଘଟ ହେବା ପରେ, ବନ୍ଧା ହେଲେ ୬

Ordigital Desk
  • Published: Sunday, 03 December 2017
  • , Updated: 03 December 2017, 01:52 PM IST
<p>ବରଗଡ଼: ବରଗଡ଼ ଜିଲ୍ଲାରେ ଛାତ୍ରୀଙ୍କୁ ଅସଦାଚରଣର ଭିଡ଼ିଓ ଭାଇରାଲ ଘଟଣାରେ ୪ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ଜଣଙ୍କୁ ସ୍ଥାନୀୟ ପୋଲିସ୍ ଆଜି ଗିରଫ କରିଛି। ଭିଡିଓ ପ୍ରଘଟ ହେବା ପରେ ଶନିବାର ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠନ ହୋଇଥିଲା। ଶେଷରେ ଆଜି ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି।&nbsp; ସେମାନେ ହେଲେ&nbsp;&lt;span style=&quot;font-size: 12pt;&quot;&gt;&lt;span lang=&quot;OR&quot; style=&quot;font-family: Kalinga, sans-serif; color: #303030;&quot;&gt;ଉମାକାନ୍ତ ଭୋଇ&lt;/span&gt;&lt;span lang=&quot;EN-US&quot; style=&quot;font-family: Kalinga, sans-serif; color: #303030;&quot;&gt;, &lt;/span&gt;&lt;span lang=&quot;OR&quot; style=&quot;font-family: Kalinga, sans-serif; color: #303030;&quot;&gt;ଜୟପ୍ରକାଶ ଭୋଇ&lt;/span&gt;&lt;span lang=&quot;EN-US&quot; style=&quot;font-family: Kalinga, sans-serif; color: #303030;&quot;&gt;, &lt;/span&gt;&lt;span lang=&quot;OR&quot; style=&quot;font-family: Kalinga, sans-serif; color: #303030;&quot;&gt;ଅଜିତ ବାରିକ, ହୋତାସନ୍ ହାତୀ,&lt;/span&gt;&lt;/span&gt;&lt;span lang=&quot;OR&quot; style=&quot;font-size: 12pt; font-family: Kalinga, sans-serif; color: #303030;&quot;&gt;ସାହିଲ ବାରିକ ଓ ନୂତନ ବାରିକ।&lt;/span&gt;</p> <p>ସୂଚନାଯୋଗ୍ୟ, ଗତକାଲି ସୋସିଆଲ ମିଡିଆରେ ଏକ ଲଜ୍ଜାଜନକ ଭିଡିଓ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା।&nbsp; ଜଣେ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା।&nbsp; କଲେଜ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ କିଛି ଯୁବକ ସଂପୃକ୍ତ ଛାତ୍ରୀ ଜଣଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀ ଜଣକ ସେହି ଯୁବକମାନଙ୍କ କବଳରୁ ଖସିବା ପାଇଁ ବହୁ କାକୁତି ମୀନତି ମଧ୍ୟ ହେଉଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା।</p>

Related story