ବରଗଡ଼ କୋର୍ଟ ପରିସରରୁ ଚାରି ଫେରାର କଏଦୀଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କଲା ପୋଲିସ୍

ବରଗଡ଼: ବରଗଡ଼ କୋର୍ଟ ପରିସରରୁ ପୋଲିସ୍ ଉପରକୁ ଆକ୍ରମଣ କରି ୪ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ବେଳେ ତିନିଜଣଙ୍କୁ ଧରିବାରେ ପୋଲିସ୍ ସଫଳ ହୋଇଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ କଏଦୀ ଫେରାର ଅଛି। କଏଦୀଙ୍କ ଆକ୍ରମଣରେ ପୋଲିସ୍ କନଷ୍ଟେବଳ ଦେବେନ୍ଦ୍ର ଧରୁଆଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁଲବାଣୀରୁ ଗଞ୍ଜେଇ କାରବାର ଅଭିଯୋଗରେ  ପୋଲିସ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତାଙ୍କ ନାଁ ମାନସ ସାହାଣୀ, ଯୋଗେନ୍ଦ୍ର […]

ka

ka

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 09:32 AM IST

Sports

Latest News

ବରଗଡ଼: ବରଗଡ଼ କୋର୍ଟ ପରିସରରୁ ପୋଲିସ୍ ଉପରକୁ ଆକ୍ରମଣ କରି ୪ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ବେଳେ ତିନିଜଣଙ୍କୁ ଧରିବାରେ ପୋଲିସ୍ ସଫଳ ହୋଇଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ କଏଦୀ ଫେରାର ଅଛି। କଏଦୀଙ୍କ ଆକ୍ରମଣରେ ପୋଲିସ୍ କନଷ୍ଟେବଳ ଦେବେନ୍ଦ୍ର ଧରୁଆଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁଲବାଣୀରୁ ଗଞ୍ଜେଇ କାରବାର ଅଭିଯୋଗରେ  ପୋଲିସ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତାଙ୍କ ନାଁ ମାନସ ସାହାଣୀ, ଯୋଗେନ୍ଦ୍ର ମଲ୍ଲିକ, ସନ୍ୟାସୀ ସାହୁ ଓ  ବିଜୟ ସାହୁ।

ସୂଚନାଯୋଗ୍ୟ, ଆଜି ଏହି ଚାରିଜଣ କଏଦୀଙ୍କୁ  ପୋଲିସ୍ ଗାଡିରେ ଜେଲରୁ ଅଣାଯାଇଥିଲା। ଗାଡିରୁ ଓହ୍ଲାଇବା ସମୟରେ ଚାରିଜଣ ବନ୍ଦୀ ହଠାତ୍ ପୋଲିସ ଉପରକୁ ଆକ୍ରମଣ କରିଥିଲେ।

ବରଗଡ଼ ପୋଲିସ୍ କନଷ୍ଟେବଳ ଝାମନ ଭୋଇ କହିଛନ୍ତି, “ଆଜି ଜେଲରୁ ୪ ଜଣ କଏଦୀଙ୍କୁ କୋର୍ଟକୁ  ନେଲାବେଳେ  କୋର୍ଟ ପରିସରରେ ଫେରାର ହୋଇଯାଇଥିଲେ। ‌ଖୋଜାଖୋଜି କରିବାପରେ ଫେରାର କଏଦୀ ବରଗଡ଼ ମନାବନ୍ଦରେ ଯାଉଥିବା ଦେଖିଲୁ। ଆମେ ତାଙ୍କ ପିଛା କଲୁ। ଆଗରେ ଥିବା ପଥରଗଦାରୁ  ମୋ ମୁହଁ ଉପରକୁ କଏଦୀ ପଥର  ପକାଇ ଫେରାର ହେବାପାଇଁ କଏଦୀମାନେ ଚେଷ୍ଟା କରିଥିଲେ।  କିଛି ସମୟରେ ଆମେ ତାଙ୍କୁ କାବୁ କରିଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story