ବ୍ରହ୍ମପୁର: ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ପରେ ବ୍ରାହ୍ମଣଛାଇ ପଞ୍ଚାୟତ ନିର୍ବାଚନ ବାତିଲ

ବ୍ରହ୍ମପୁର: ସେରଗଡ଼ ବ୍ଲକ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ପରେ ସେଠାରେ ନିର୍ବାଚନକୁ ବାତିଲ କରିଦିଆଯାଇଛି। ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ବୁଲୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ନିର୍ବାଚନ ବାତିଲ ନେଇ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ପରେ […]

barhampur

Rakesh Mallick
  • Published: Tuesday, 21 February 2017
  • , Updated: 13 March 2017, 09:30 AM IST

ବ୍ରହ୍ମପୁର: ସେରଗଡ଼ ବ୍ଲକ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ପରେ ସେଠାରେ ନିର୍ବାଚନକୁ ବାତିଲ କରିଦିଆଯାଇଛି। ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ବୁଲୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ନିର୍ବାଚନ ବାତିଲ ନେଇ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖଇ ସେଠାରେ ଜିଲ୍ଲା ପରିଷଦ ଓ ୱାର୍ଡମେମ୍ବର ଭୋଟ୍‌ ବନ୍ଦ କରି ଦିଆଯାଇଛି।”

Related story