ଆଜିଠାରୁ ବ୍ରହ୍ମପୁର ୪ ଦିନ ପାଇଁ ଶଟଡାଉନ୍‌

ବ୍ରହ୍ମପୁର(ଅଶୋକ ବ୍ରହ୍ମା):  କରୋନା ସଂକ୍ରମିତଙ୍କ ସଂଖ୍ୟା ବ୍ରହ୍ମପୁରରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜିଠାରୁ ସହରକୁ ୪ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ  ସ୍ୱାସ୍ଥ୍ୟ ଯାଞ୍ଚ ହେବ । କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ଯାଞ୍ଚ ହେବ । ଏଥିପାଇଁ ୭୦ଟି ହେଲଥ୍‌ ଟିମ୍ ନିୟୋଜିତ ହେବେ । ଶଟଡାଉନ୍‌ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି […]

barhampur-1-1

barhampur-1-1

Niharika Rout
  • Published: Saturday, 27 June 2020
  • Updated: 27 June 2020, 07:35 AM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା):  କରୋନା ସଂକ୍ରମିତଙ୍କ ସଂଖ୍ୟା ବ୍ରହ୍ମପୁରରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜିଠାରୁ ସହରକୁ ୪ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ  ସ୍ୱାସ୍ଥ୍ୟ ଯାଞ୍ଚ ହେବ । କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ଯାଞ୍ଚ ହେବ । ଏଥିପାଇଁ ୭୦ଟି ହେଲଥ୍‌ ଟିମ୍ ନିୟୋଜିତ ହେବେ । ଶଟଡାଉନ୍‌ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ବ୍ରହ୍ମପୁର ସହରର ବାକି ସବୁ ଦୋକାନ ବଜାର ଏହି ସମୟରେ  ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଜିଲ୍ଲାର କବି ସୂର୍ଯ୍ୟନଗରର ଏ. ବାରିଡ଼ାକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍‌ ଘୋଷଣା କରିଛି ପ୍ରଶାସନ। ସମସ୍ତ ଅଞ୍ଚଳରେ କଡ଼ା ନିୟମ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ କୃଷି କାର୍ଯ୍ୟକୁ କଟକଣାରୁ ବାଦ୍ ଦିଆଯାଇଛି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି । ଏ. ବାରିଡ଼ାର ଆଖପାଖ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର, ଗୋଷାଣି ଓ ଗୁମା ବ୍ଲକ ଏବଂ ରାଣୀପେଣ୍ଠ ଗ୍ରାମପଞ୍ଚାୟତକୁ ମଧ୍ୟ  ୩ ଦିନ ଶଟଡାଉନ୍‌ ଘୋଷଣା କରିଛି ପ୍ରଶାସନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story