ବାରିପଦା: ମା’ ଓ ଛୁଆ ହାତୀର ଗଳିତ ମୃତଦେହ ଠାବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗୁଡୁଗୁଡିଆ ରେଞ୍ଜ ନିଉତିଠାରେ ମା’ ଓ ଛୁଆ ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି  ଅନୁସନ୍ଧାନ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ହାତୀ ଦୁଇଟିର ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଚାଲିଛି।

3-elephant-dead

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 09:36 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗୁଡୁଗୁଡିଆ ରେଞ୍ଜ ନିଉତିଠାରେ ମା’ ଓ ଛୁଆ ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି  ଅନୁସନ୍ଧାନ ଆରମ୍ଭ କରିଛନ୍ତି।

କେଉଁ ପରିସ୍ଥିତିରେ ହାତୀ ଦୁଇଟିର ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଚାଲିଛି।

Related story