ବାରିପଦାରେ ଗଡ଼ିଲା ରଥ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଆଜି ରଥଟଣା ହୋଇଛି। ପହଣ୍ଡି ବିଜେ କରି ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇଥିଲେ। ନୀତି ନିର୍ଘଣ୍ଟ ସହ ଆଜ୍ଞାମାଳ ଆସିବା ପରେ ଦିନ ପ୍ରାୟ ୩ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା। ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।  ପ୍ରଥମେ ବଳଭଦ୍ରଙ୍କ ରଥକୁ ଟଣାଯାଇ ମାଉସୀ ମା’ ମନ୍ଦିରରେ ପହଞ୍ଚା ଯାଇଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇଥିଲା। ସୁଭଦ୍ରାଙ୍କ ରଥକୁ ଟାଉନ ଥାନା ସମ୍ମୁଖ ପର୍ଯ୍ୟନ୍ତ ଟଣା […]

baripada

baripada

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 01:28 PM IST

Sports

Latest News

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଆଜି ରଥଟଣା ହୋଇଛି। ପହଣ୍ଡି ବିଜେ କରି ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇଥିଲେ। ନୀତି ନିର୍ଘଣ୍ଟ ସହ ଆଜ୍ଞାମାଳ ଆସିବା ପରେ ଦିନ ପ୍ରାୟ ୩ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା। ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।  ପ୍ରଥମେ ବଳଭଦ୍ରଙ୍କ ରଥକୁ ଟଣାଯାଇ ମାଉସୀ ମା’ ମନ୍ଦିରରେ ପହଞ୍ଚା ଯାଇଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇଥିଲା। ସୁଭଦ୍ରାଙ୍କ ରଥକୁ ଟାଉନ ଥାନା ସମ୍ମୁଖ ପର୍ଯ୍ୟନ୍ତ ଟଣା ଯାଇଥିଲା। ଆସନ୍ତାକାଲି ପୁଣି ସୁଭଦ୍ରା ଓ ଜଗନ୍ନାଥଙ୍କ ରଥଟଣା ହେବ। ଏଠାରେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବାର ପରମ୍ପରା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos