ବର୍ଷାଭାବ: ନୀଳଗିରି ଅଞ୍ଚଳରେ ମରୁଡି ଆଶଙ୍କା

ନୀଳଗିରି: ଅନିଶ୍ଚିତ ମୌସୁମୀ ବାୟୁର ପ୍ରଭାବ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପଡିଛି । ଶ୍ରାବଣ ଶେଷ ହେବକୁ ବସିଲାଣି, ହେଲେ ଅଞ୍ଚଳରେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ଫଳରେ ଜମି ଫାଟି ଆଁ କରଛି । ଏପରି ସ୍ଥିତିରେ ଚାଷୀ ତଳି ଓପାଡି ପାରୁ ନାହାନ୍ତି କି ରୋଇ ପାରୁନାହାନ୍ତି । ଅନ୍ୟପକ୍କ୍ଷେ ରୁଆ ଜମିରେ ଉଈ ଲାଗି ଯିବା ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।

nilagiri1

nilagiri1

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 02:15 PM IST

Sports

Latest News

ନୀଳଗିରି: ଅନିଶ୍ଚିତ ମୌସୁମୀ ବାୟୁର ପ୍ରଭାବ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପଡିଛି । ଶ୍ରାବଣ ଶେଷ ହେବକୁ ବସିଲାଣି, ହେଲେ ଅଞ୍ଚଳରେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ଫଳରେ ଜମି ଫାଟି ଆଁ କରଛି । ଏପରି ସ୍ଥିତିରେ ଚାଷୀ ତଳି ଓପାଡି ପାରୁ ନାହାନ୍ତି କି ରୋଇ ପାରୁନାହାନ୍ତି । ଅନ୍ୟପକ୍କ୍ଷେ ରୁଆ ଜମିରେ ଉଈ ଲାଗି ଯିବା ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।nilagiri

ସୂଚନାଯୋଗ୍ୟ, ନୀଳଗିରି  ଉପଖଣ୍ଡରେ ୧୪ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ରହିଛି । ଚଳିତବର୍ଷ ବର୍ଷାଭାବରୁ ବହୁ ଜମି ପଡିଆ ପଡିଛି । ଯେଉଁଠି ବି କିଛି ଚାଷ ହୋଇଛି ସେଠାରେ ଜଳାଭାବ ଦେଖାଦେଇଛି । କିଛି ଜମିରେ ଚାଷୀ କାଦୁଅ କରିବା ପରେ ବର୍ଷା ନ ହେବାରୁ ତାହା ଶୁଖି ଯାଇଥିବାରୁ ରୁଆ କାମ ହୋଇପାରୁନାହିଁ । ସ୍ଥିତି ଏପରି ହୋଇଛି ଯେ, ପାଣି ନ ଥିଲେ ବି ଚାଷୀ କାଠିରେ ଗାତ କରି ଧାନ ରୁଆ ଯାଉଥିବା ଦେଖିବାକୁ ମିଳୁଛି । ଏ ନେଇ ମମତା ଗୋଚ୍ଛାୟତ ନାମକ ଜଣେ ଚାଷୀ କହୁନ୍ତି, ବିଲରେ ପଡିଛି ତଳି । ଲଘୁଚାପ ବର୍ଷାରେ ବିଲରେ ପାଣି ହେବା ଦୂରର କଥା ଧୂଳି ମରିଲା ନାହିଁ । ପାଣି ନ ଥିବାରୁ ବିଲରେ ଧାନ ଗଛରେ ଉଈ ଲାଗି ଗଲାଣି । ଋଣ କରି ଚାଷ ଆରମ୍ଭ କରିଛୁ । ଏବେ ତାକୁ କେମିତି ଶୁଝିବୁ ସେହି ଚିନ୍ତା ଘାରିଛି ବୋଲି ସେ କହିଛନ୍ତି । ଏ ନେଇ ନୀଳଗିରି କୃଷି ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଆଗକୁ ଲଘୁଚାପ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ନ ହୁଏ, ତେବେ ସ୍ଥିତି ଗମ୍ଭୀର ହୋଇଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story