ବଦଳିଲେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ରଙ୍କର ନୂଆଦିଲ୍ଲୀ ଏମ୍ସକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ଗୀତାଞ୍ଜଳି ବ୍ୟାଟ୍‌ମ୍ୟାନ୍‌ଆବାନେ ହେବେ ଭୁବନେଶ୍ୱର ଏମ୍ସର ନୂଆ ନିର୍ଦ୍ଦେଶକ। ସେ ପୁଡୁଚେରି ଜବାହାରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ୍‌ ଆଣ୍ଡ ରିସର୍ଚ (ଜେଆଇପିଏମ୍‌ଇଆର୍‌)ରୁ ଆସିବେ। ସେ ଜେଆଇପିଏମ୍‌ଇଆର୍‌ର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଭୁବନେଶ୍ୱର ଏମ୍ସରେ ଯୋଗ ଦେବା ପରେ ସେ ଏଠାରେ ମେଡିକାଲ୍ କଲେଜ୍‌ରେ କିଭଳି ଅଧିକ ପାଠ୍ୟକ୍ରମ ଖୋଲା ଯାଇ ପାରିବ […]

ashok

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 10:39 PM IST

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ରଙ୍କର ନୂଆଦିଲ୍ଲୀ ଏମ୍ସକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ଗୀତାଞ୍ଜଳି ବ୍ୟାଟ୍‌ମ୍ୟାନ୍‌ଆବାନେ ହେବେ ଭୁବନେଶ୍ୱର ଏମ୍ସର ନୂଆ ନିର୍ଦ୍ଦେଶକ। ସେ ପୁଡୁଚେରି ଜବାହାରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ୍‌ ଆଣ୍ଡ ରିସର୍ଚ (ଜେଆଇପିଏମ୍‌ଇଆର୍‌)ରୁ ଆସିବେ। ସେ ଜେଆଇପିଏମ୍‌ଇଆର୍‌ର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଭୁବନେଶ୍ୱର ଏମ୍ସରେ ଯୋଗ ଦେବା ପରେ ସେ ଏଠାରେ ମେଡିକାଲ୍ କଲେଜ୍‌ରେ କିଭଳି ଅଧିକ ପାଠ୍ୟକ୍ରମ ଖୋଲା ଯାଇ ପାରିବ ଓ ହସ୍ପପିଟାଲ୍‌ରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଜେଆଇପିଏମ୍‌ଇଆର୍‌ ପୂର୍ବରୁ ସେ ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ୍‌ରେ ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ।

Related story