ଘନୀଭୂତ ହେଉଛି ଲଘୁଚାପ; କାଲିଠୁ ବର୍ଷିବ

Ordigital Desk
  • Published: Wednesday, 06 December 2017
  • , Updated: 06 December 2017, 08:42 AM IST
<p>ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନର ରୂପ ନେବ, କିନ୍ତୁ ବାତ୍ୟାର ଆଶଙ୍କା ନାହିଁ। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୮ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶା ଏବଂ ୯ରୁ ୧୦ ତାରିଖ ଭିତରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୩ ତାରିଖ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି &nbsp;ଭୁବନେଶ୍ୱର ପାଣି ପାଗ ବିଭାଗ ପକ୍ଷରୁ &nbsp;କୁହାଯାଇଛି।</p>

Related story