ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଓଟିଭିର ମିନି ମାରାଥନ

<p>ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍&zwnj;ସ ଦିବସ। ଏହି ଅବସରରେ ଏଡ୍&zwnj;ସ ଭଳି ମାରାତ୍ମକ ରୋଗଠୁ ଦୂରେଇ ରହିବା ପାଇଁ ଚାରିଆଡ଼େ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ବି ବିଶ୍ୱ ଏଡ୍&zwnj;ସ ଦିବସ ଅବସରରେ ଓଟିଭି ପକ୍ଷରୁ ଆୟୋଜିତ ହୋଇଛି &lsquo;ମିନି ମାରାଥନ୍&rsquo;। ରାଜଧାନୀରେ ଆୟୋଜିତ ଏହି &lsquo;ମିନି ମାରାଥନ&rsquo;ରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ଆଜି ସକାଳେ ଭୁବନେଶ୍ୱରର ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଏହି &lsquo;ମିନି ମାରାଥନ&rsquo;କୁ ଡିଜିପି ଆର୍.ପି. ଶର୍ମା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଏମସି ମେୟର ଅନନ୍ତ ନାରାୟଣ ଜେନା, ପୋଲିସ କମିଶନର ୱାଇ.ବି. ଖୁରାନିଆ, ଅଭିନେତା, ଅଭିନେତ୍ରୀ ଓ କ୍ରୀଡାବିତଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଲୋକ ଭାଗ ନେଇଥିଲେ।</p> <p>ଚଳିତ ବର୍ଷର ଥିମ୍ ରହିଛି &lsquo;MY HEALTH MY RIGHT।&rsquo;&nbsp; ୨୦୩୦ ସୁଦ୍ଧା ଓଡ଼ିଶାକୁ ଏଡ୍&zwnj;ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।</p>

Ordigital Desk
  • Published: Friday, 01 December 2017
  • Updated: 01 December 2017, 12:16 PM IST
<p>ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍&zwnj;ସ ଦିବସ। ଏହି ଅବସରରେ ଏଡ୍&zwnj;ସ ଭଳି ମାରାତ୍ମକ ରୋଗଠୁ ଦୂରେଇ ରହିବା ପାଇଁ ଚାରିଆଡ଼େ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ବି ବିଶ୍ୱ ଏଡ୍&zwnj;ସ ଦିବସ ଅବସରରେ ଓଟିଭି ପକ୍ଷରୁ ଆୟୋଜିତ ହୋଇଛି &lsquo;ମିନି ମାରାଥନ୍&rsquo;। ରାଜଧାନୀରେ ଆୟୋଜିତ ଏହି &lsquo;ମିନି ମାରାଥନ&rsquo;ରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ଆଜି ସକାଳେ ଭୁବନେଶ୍ୱରର ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଏହି &lsquo;ମିନି ମାରାଥନ&rsquo;କୁ ଡିଜିପି ଆର୍.ପି. ଶର୍ମା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଏମସି ମେୟର ଅନନ୍ତ ନାରାୟଣ ଜେନା, ପୋଲିସ କମିଶନର ୱାଇ.ବି. ଖୁରାନିଆ, ଅଭିନେତା, ଅଭିନେତ୍ରୀ ଓ କ୍ରୀଡାବିତଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଲୋକ ଭାଗ ନେଇଥିଲେ।</p><p>ଚଳିତ ବର୍ଷର ଥିମ୍ ରହିଛି &lsquo;MY HEALTH MY RIGHT।&rsquo;&nbsp; ୨୦୩୦ ସୁଦ୍ଧା ଓଡ଼ିଶାକୁ ଏଡ୍&zwnj;ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos