ବନ୍ଦ ଯୋଗୁଁ ଘୁଞ୍ଚିଲା ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଘୁଞ୍ଚିଲା। ଜାନୁଆରୀ ୨୯ରୁ ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ଆଜିଠୁ ପ୍ରାକ୍ଟିକାଲ ପରୀକ୍ଷା ହେବାର ଥିବା ବେଳେ ଗତକାଲିର ବନ୍ଦ ପାଳନ ଯୋଗୁଁ ଖାତା ନେଇ ଯାଉଥିବା ଗାଡ଼ି ପରୀକ୍ଷାକେନ୍ଦ୍ରରେ ପହଞ୍ଚି ପାରିନଥିଲା। ଫଳରେ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ରାଜ୍ୟର ପ୍ରାୟ ୧୫ଶହ ୨୨ କଲେଜରେ ପ୍ରାୟ ୨ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମାର୍ଚ୍ଚ ୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ।</p>

Ordigital Desk
  • Published: Thursday, 25 January 2018
  • Updated: 25 January 2018, 08:14 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଘୁଞ୍ଚିଲା। ଜାନୁଆରୀ ୨୯ରୁ ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ଆଜିଠୁ ପ୍ରାକ୍ଟିକାଲ ପରୀକ୍ଷା ହେବାର ଥିବା ବେଳେ ଗତକାଲିର ବନ୍ଦ ପାଳନ ଯୋଗୁଁ ଖାତା ନେଇ ଯାଉଥିବା ଗାଡ଼ି ପରୀକ୍ଷାକେନ୍ଦ୍ରରେ ପହଞ୍ଚି ପାରିନଥିଲା। ଫଳରେ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ରାଜ୍ୟର ପ୍ରାୟ ୧୫ଶହ ୨୨ କଲେଜରେ ପ୍ରାୟ ୨ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମାର୍ଚ୍ଚ ୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos