ଭୁବନେଶ୍ୱର: ପ୍ରବଳ ବର୍ଷାରେ ତଳିଆ ଅଞ୍ଚଳ ଜନମଗ୍ନ

ଭୁବନେଶ୍ୱର: ମୌସୁମୀ ବର୍ଷା ଯୋଗୁଁ ଭୁବନେଶ୍ୱରର ଅନେକ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ଅଭିଯୋଗ ହୋଇଛି। ରାଜଧାନୀର ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଜିଜିପି କୋଲନି ଆଦି ଅଞ୍ଚଳର ଅଧିକାଂଶ ଘରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ଜଳ ଠିକ ଭାବେ ନିଷ୍କାସନ ହୋଇ ପାରୁ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

rain

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 04:17 PM IST

Related story