ହଷ୍ଟେଲ ପାଖରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ସ୍ଥିତ ମହାବୀର ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାଁ ତାପସ ପାତ୍ର। ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ଗତକାଲି ତାପସ ହଷ୍ଟେଲ ବାହାରକୁ ଯାଇଥିଲେ, ମାତ୍ର ଫେରି ନ ଥିଲେ। ଆଜି ସକାଳେ ତାଙ୍କ ମୃତଦେହ ହଷ୍ଟେଲ ନିକଟରୁ ପୋଲିସ ଉଦ୍ଧାର କରି ଘଟଣା ତଦନ୍ତ ଚଲାଇଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି।

student

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 08:09 PM IST

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ସ୍ଥିତ ମହାବୀର ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାଁ ତାପସ ପାତ୍ର। ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ।

ଗତକାଲି ତାପସ ହଷ୍ଟେଲ ବାହାରକୁ ଯାଇଥିଲେ, ମାତ୍ର ଫେରି ନ ଥିଲେ। ଆଜି ସକାଳେ ତାଙ୍କ ମୃତଦେହ ହଷ୍ଟେଲ ନିକଟରୁ ପୋଲିସ ଉଦ୍ଧାର କରି ଘଟଣା ତଦନ୍ତ ଚଲାଇଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି।

Related story