ଭୁବନେଶ୍ୱର: ମାଛ ଚୋରି କରି ମହିଳା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟରୁ ମାଛ ଚୋରି କରିବା ଅଭିଯୋଗରେ ଶୁକ୍ରବାର କମିଶନରେଟ୍ ପୋଲିସ୍ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ତାଙ୍କ ନାଁ ସୋନାଲି ମୋନାଲିସା। ମାଛ ନେଇ ଟଙ୍କା ନଦେଇ ସେ ଚାଲି ଯାଉଥିବା ଅଭିଯୋଗ ହୋଇଛି। ଖାରବେଳ ନଗର ପୋଲିସ୍ ତାଙ୍କ ନାଁରେ ଆଇପିସି ଦଫା ୩୪୧,୩୨୪,୨୯୪, ୫୦୬ ଓ ୪୦୬ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଏହି ଚର୍ଚ୍ଚିତ ମହିଳା ଜଣଙ୍କ ଆଜି ଏକ ଦାମୀ […]

fish

fish

Rakesh Mallick
  • Published: Friday, 18 December 2015
  • Updated: 18 December 2015, 03:15 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟରୁ ମାଛ ଚୋରି କରିବା ଅଭିଯୋଗରେ ଶୁକ୍ରବାର କମିଶନରେଟ୍ ପୋଲିସ୍ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ତାଙ୍କ ନାଁ ସୋନାଲି ମୋନାଲିସା। ମାଛ ନେଇ ଟଙ୍କା ନଦେଇ ସେ ଚାଲି ଯାଉଥିବା ଅଭିଯୋଗ ହୋଇଛି। ଖାରବେଳ ନଗର ପୋଲିସ୍ ତାଙ୍କ ନାଁରେ ଆଇପିସି ଦଫା ୩୪୧,୩୨୪,୨୯୪, ୫୦୬ ଓ ୪୦୬ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।

ଏହି ଚର୍ଚ୍ଚିତ ମହିଳା ଜଣଙ୍କ ଆଜି ଏକ ଦାମୀ କାରରେ ୪ନମ୍ବର ମାଛ ମାର୍କେଟକୁ ମାଛ ନେବାକୁ ଆସିଥିଲେ। ତେବେ ମାଛ କିଣିବା ପରେ ଟଙ୍କା ନେଦଇ ଚାଲି ଯାଉଥିବା ବେଳେ ମାଛ ବେପାରୀଙ୍କ ହାତରେ ଧରାପଡ଼ିଥିଲେ। ବ୍ୟବସାୟୀମାନେ ତାଙ୍କ ଗାଡ଼ିକୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ। ମହିଳାଙ୍କୁ ବ୍ୟବସାୟୀମାନେ ଗାଡ଼ି ବାହାରକୁ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଆଦୌ ବାହାରି ନ ଥିଲେ। ଏହି ଘଟଣାକୁ ନେଇ ମାଛ ମାର୍କେଟ୍ରେ ସୃଷ୍ଟି ହୋଇଥିଲା ହାଇ ଡ୍ରାମା। ସୋନାଲି କେତେବେଳେ ନିଜକୁ ମିଡିଆ ପ୍ରତିନିଧି ତ ଆଉ କେତେବେଳେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସଂପର୍କୀୟ ବୋଲି କହି ବ୍ୟବସାୟୀଙ୍କୁ ଧମକାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଥିଲା। ଥାନା ତାଙ୍କୁ ବହୁ ସମୟ ଧରି ଅଟକ ରଖିଥିଲା ପୋଲିସ୍। ପରେ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

୪ ନମ୍ବର ମାଛ ମାର୍କେଟର ବ୍ୟବସାୟୀମାନେ କହିଛନ୍ତି ଯେ ଏହି ମହିଳା ଜଣଙ୍କ ପୂର୍ବରୁ ବହୁଥର ମାଛ ନେଇ ପରେ ପଚା ମାଛର ଚକମା ଦେଖାଇ ବ୍ୟବସାୟୀଙ୍କୁ ଠକି ଆସୁଥିଲେ। ହେଲେ ଆଜି ମହିଳାଙ୍କ କାରନାମା ଧରା ପଡିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story