କୋହଳ ହେଲା ବିସିଆଇ: ୫୪ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କ ଉପରୁ ଉଠାଇଲା କଟକଣା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍‌ କାଉନସିଲ ଫ ଇଣ୍ଡିଆ (ବିସିଆଇ) ପ୍ରତ୍ୟାହାର କରିନେଇଛି। ଫଳରେ ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନସ ରଦ୍ଦ କଟକଣା ଉଠି ଯାଇଛି। ଫଳରେ ଏହି ୫୪ ଆଇନଜୀବୀଙ୍କୁ ଛାଡ଼ି ସମ୍ବଲପୁର ବାର୍‌ ଆସୋସିଏଶନର ଅନ୍ୟ ସମସ୍ତ ଆଇନଜୀବୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ମିଳିଛି।ଏ ନେଇ ଗତକାଲି ଏକ ସାନି […]

pic

pic

Niharika Rout
  • Published: Saturday, 17 December 2022
  • Updated: 17 December 2022, 10:15 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍‌ କାଉନସିଲ ଫ ଇଣ୍ଡିଆ (ବିସିଆଇ) ପ୍ରତ୍ୟାହାର କରିନେଇଛି। ଫଳରେ ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନସ ରଦ୍ଦ କଟକଣା ଉଠି ଯାଇଛି। ଫଳରେ ଏହି ୫୪ ଆଇନଜୀବୀଙ୍କୁ ଛାଡ଼ି ସମ୍ବଲପୁର ବାର୍‌ ଆସୋସିଏଶନର ଅନ୍ୟ ସମସ୍ତ ଆଇନଜୀବୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ମିଳିଛି।ଏ ନେଇ ଗତକାଲି ଏକ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୧୩ ତାରିଖରେ ପୁଣି ୧୪ ଜଣଙ୍କର ଲାଇସେନ୍ସ ରଦ୍ଦ କରିଥିଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏହାପରେ ଗତକାଲି ପୁଣି ୧୧ ଜଣଙ୍କର ଲାଇସେନସ ରଦ୍ଦ କରାଯାଇଥିଲା। ଏପରି ଭାବେ  ମୋଟ ୫୪ଜଣଙ୍କର ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ତାହା ବଳବତ୍ତର ରହିଛି ।

ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ସସ୍‌ପେଣ୍ଡ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିବା ପାଇଁ ବାର୍‌ କାଉନସିଲ ଅଫ ଇଣ୍ଡିଆରେ ଓଡ଼ିଶାର ପ୍ରତିନିଧି ତଥା ବିସିଆଇ ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ ଡିସେମ୍ବର ୧୫ରେ ଏକ ଚିଠି ଲେଖି ବିସିଆଇକୁ ଅନୁରୋଧ କରିଥିଲେ। ଏହାପରେ ଗତକାଲି ବିସିଆଇ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଓକିଲଙ୍କ ଆନ୍ଦୋଳନ ବେଳେ କେଉଁ ପରିସ୍ଥିତିରେ ଜିଲ୍ଲା ଜଜ୍‌ଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ହେଲା ତାହା ଜାଣିବା ପାଇଁ ବାର୍ କାଉନସିଲ୍‌  ଅଫ୍ ଇଣ୍ଡିଆ ପକ୍ଷରୁ ତିନି ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି  । ୨୦୨୩ ଜାନୁଆରୀ ୧୫ ସୁଦ୍ଧା କମିଟି ବିସିଆଇ ନିକଟରେ ରିପୋର୍ଟ ଦାଖଲ କରିବ । ସମ୍ବଲପୁର କୋର୍ଟ ପରିସରରେ ଘଟିଥିବା ଘଟଣା   ବାସ୍ତବରେ କାହା ପ୍ରରୋଚନାରେ ହୋଇଛି ଓ ଏହା ପଛରେ କିଏ କିଏ ଅଛନ୍ତି  ସେମାନଙ୍କୁ ଖୋଜି ବାହାର କରିବାକୁ କମିଟିକୁ ଦାୟିତ୍ୱ ଦିଆଯାଇଛି।

ଅନ୍ୟ ପକ୍ଷରେ, ଲାଇସେନ୍ସ ରଦ୍ଦ ହୋଇଥିବା ଆଇନଜୀବୀମାନେ ବାର୍ କାଉନସିଲ୍‌ ଅଫ୍ ଇଣ୍ଡିଆର ସଂପାଦକଙ୍କ ନିକଟରେ ନିଜର ପକ୍ଷ ରଖି ପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story