ସାବଧାନ! ବାଲେଶ୍ୱରରେ ମାତିଛନ୍ତି ପିଲା ଚୋର

ବାଲେଶ୍ୱର: ବାହାନଗାରେ ଘଟିଛି ଅଭାବନୀୟ ଘଟଣା। ପିଲା ଚୋରି କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ନିର୍ଦ୍ଧୁମ ଛେଚିଛନ୍ତି ସ୍ଥାନିୟ ଲୋକେ। ଚୋରି କରି ଆଣିଥିବା ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ବାହାନଗା ରେଲୱେ ଗେଟ୍‌ ନିକଟରେ ପଥରପେଣ୍ଠ ଗାଁର ବିଜୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ପିଲାଚୋରି କରିଥିବା ସନ୍ଦେହରେ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଚଳାଇଛି।