ଭିସା ପ୍ଲାଣ୍ଟ ଭିତରେ ପଶିଗଲା ଭାଲୁ

<p>ଯାଜପୁର (ଓଡ଼ିଶା ରିପୋର୍ଟର): ଆଜି ସକାଳ ପ୍ରାୟ ୯ଟା ବେଳେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପାଞ୍ଚଳ ଭିସା ପ୍ଲାଣ୍ଟ ଭିତରକୁ ଏକ ଭାଲୁ ପଶି ଆସିଛି। ୧୦-୧୧ ବର୍ଷର ଏହି ଭାଲୁଠି ନିକଟସ୍ଥ ବଡ଼ଶୂଳୀ ପାହାଡ଼ରୁ ରାସ୍ତା ଉପରକୁ ଚାଲି ଆସିବାରୁ ସ୍ଥାନୀୟ ଲୋକେ ତାକୁ ଗୋଡ଼ାଇ ଥିଲେ। ଭାଲୁଟି ଦୌଡ଼ି ଦୌଡ଼ି ଭିସା ପ୍ଲାଣ୍ଟ ଭିତରେ ପଶି ଯାଇଥିଲା। ଖବର ଲେଖାଯିବା ସୁଦ୍ଧା ଭାଲୁଟି ପ୍ଲାଣ୍ଟ ପରିସରରେ ଥିବା ବଡ଼ ବଡ଼ ଗଛ ମଧ୍ୟରେ ଲୁଚି ରହିଛି।</p> <p>ଯାଜପୁର ରୋଡ୍ ବନ ବିଭାଗ ଓ ପୋଲିସ୍ ଭାଲୁଟିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।</p>

Ordigital Desk
  • Published: Wednesday, 14 February 2018
  • Updated: 14 February 2018, 10:52 AM IST
<p>ଯାଜପୁର (ଓଡ଼ିଶା ରିପୋର୍ଟର): ଆଜି ସକାଳ ପ୍ରାୟ ୯ଟା ବେଳେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପାଞ୍ଚଳ ଭିସା ପ୍ଲାଣ୍ଟ ଭିତରକୁ ଏକ ଭାଲୁ ପଶି ଆସିଛି। ୧୦-୧୧ ବର୍ଷର ଏହି ଭାଲୁଠି ନିକଟସ୍ଥ ବଡ଼ଶୂଳୀ ପାହାଡ଼ରୁ ରାସ୍ତା ଉପରକୁ ଚାଲି ଆସିବାରୁ ସ୍ଥାନୀୟ ଲୋକେ ତାକୁ ଗୋଡ଼ାଇ ଥିଲେ। ଭାଲୁଟି ଦୌଡ଼ି ଦୌଡ଼ି ଭିସା ପ୍ଲାଣ୍ଟ ଭିତରେ ପଶି ଯାଇଥିଲା। ଖବର ଲେଖାଯିବା ସୁଦ୍ଧା ଭାଲୁଟି ପ୍ଲାଣ୍ଟ ପରିସରରେ ଥିବା ବଡ଼ ବଡ଼ ଗଛ ମଧ୍ୟରେ ଲୁଚି ରହିଛି।</p><p>ଯାଜପୁର ରୋଡ୍ ବନ ବିଭାଗ ଓ ପୋଲିସ୍ ଭାଲୁଟିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos