ମନ୍ଦିର ପରିସରରେ ଭାଲୁ

କଳାହାଣ୍ଡି (ଇଙ୍ଗିତ ପଣ୍ଡା): ମନ୍ଦିର ପରିସରରେ ଭାଲୁ। କଳାହାଣ୍ଡି ଆମପାଣି ବୁଢାରଜା ମନ୍ଦିର ପରିସରରେ ଭାଲୁକୁ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏହି ମନ୍ଦିର ପରିସରରେ ଭାଲୁ ଆସିଥିବା ଭିଡିଓ ଉତ୍ତୋଳନ କରାଯାଇଛି। ଆଜି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ତେବେ ମନ୍ଦିର ପରିସରରେ ପ୍ରାୟ ଘଣ୍ଟାଏ କାଳ ଏହି ଭାଲୁ ରହିବା ପରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।  ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

8nm-12

Tapas Behera
  • Published: Wednesday, 23 December 2020
  • , Updated: 23 December 2020, 07:19 PM IST

Related story