କୂଅ ଭିତରେ ପଡ଼ିଗଲା ଭାଲୁ

Ordigital Desk
  • Published: Sunday, 18 March 2018
  • , Updated: 18 March 2018, 02:39 PM IST
<p>କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ଅରପୁର ଗାଁର ଏକ କୂଅ ଭିତରୁ ଏକ ଭାଲୁକୁ ଉଦ୍ଧାର କରାଯାଇଛି। କୂଅ ଭିତରେ ଭାଲୁଟି ପଡ଼ି ଯାଇଥିବା ଖବର ପାଇ ଡମପଡା ବନ ବିଭାଗ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିଥିଲେ। &nbsp;ପରେ ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ଭାଲୁଟିକୁ ଛାଡ଼ି ଦିଆଯାଇଛି।</p>

Related story