ଭାଲୁ ଆକ୍ରମଣରେ ଜଣେ ମୃତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି  ଭଉଁରିଆବାଡ଼ ପଞ୍ଚାୟତର ବୁଦୁସାହିର ଜଣେ ଯୁବକଙ୍କ ଭାଲୁ ଆକ୍ରମଣରେ ମୃତ ଘଟିଛି। ମୃତକଙ୍କ ନାଁ  ଗଣେଶ୍ୱର ମଲ୍ଲିକ। ଆଜି ସକାଳ ପ୍ରାୟ ୬ଟା ସମୟରେ ଗଣେଶ୍ୱର ବିଲରେ ପାଣି ବାନ୍ଧୁଥିବା ସମୟରେ ଦୁଇଟି ଭାଲୁ ତାଙ୍କ ପଛପଟୁ ଆକ୍ରମଣ କରିଥିଲା। ଗଣେଶ୍ୱରଙ୍କ ପାଟି ଶୁଣି ତାଙ୍କ ପଡ଼ୋଶୀ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

death

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 03:39 PM IST

Related story