ପିଟି ଦେଲା ଗାଡ଼ି; ଆଖି ବୁଜିଲା ଭାଲୁ ଛୁଆ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ୫୪ ନଂ ଜାତୀୟ ରାଜପଥ କଡ଼ରୁ ଏକ ଭାଲୁ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗତ କାଲି ବିଳମ୍ବିତ ରାତିରେ ଭାରତୀ ପାହାଡରୁ ଭାଲୁ ଛୁଆଟି ରାସ୍ତା ଅତିକ୍ରମ କରିଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅଜଣା ଗାଡି ଧକ୍କାରେ ଭାଲୁ ଛୁଆଟିର ମୃତ୍ୟୁ ହୋଇଥିବା ଜଣାଯାଇଛି। ଭୁବନ ବନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଛୁଆକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପରେ […]

beer-1-1

beer-1-1

Niharika Rout
  • Published: Wednesday, 03 June 2020
  • Updated: 03 June 2020, 09:56 AM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ୫୪ ନଂ ଜାତୀୟ ରାଜପଥ କଡ଼ରୁ ଏକ ଭାଲୁ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗତ କାଲି ବିଳମ୍ବିତ ରାତିରେ ଭାରତୀ ପାହାଡରୁ ଭାଲୁ ଛୁଆଟି ରାସ୍ତା ଅତିକ୍ରମ କରିଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅଜଣା ଗାଡି ଧକ୍କାରେ ଭାଲୁ ଛୁଆଟିର ମୃତ୍ୟୁ ହୋଇଥିବା ଜଣାଯାଇଛି।

ଭୁବନ ବନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଛୁଆକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପରେ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ । ଭାଲୁ ଛୁଆଟିର ଆନୁମାନିକ ବୟସ ପ୍ରାୟ ଦେଢ ବର୍ଷ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story